Latest Odisha News

BREAKING NEWS

ବଲିଉଡ କଳାକାର ନୱାଜୁଦ୍ଦିନଙ୍କୁ ମିଳିଲା ‘ଗୋଲଡେନ୍ ଡ୍ରାଗନ୍ ଆୱାର୍ଡ’

ମୁମ୍ବାଇ: ବଲିଉଡ ଜଗତର ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ବିଦେଶ ମାଟିରେ ଗୋଲଡେନ୍ ଡ୍ରାଗନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ନିକଟରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ ଆୱାର୍ଡ ଉତ୍ସବରେ ନୱାଜୁଦ୍ଦିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…

ଟ୍ରେନରେ ଲାଗିଲା ନିଆଁ, ୧୬ରୁ ଅଧିକ ଯାତ୍ରୀ ମୃତ

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ୩୧ ରିଖ ଗୁରୁବାର ତୁଳା ୧୪ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-:…

ସୁନା

ସୁନା ଅନୁରାଧା ମିଶ୍ର ଦିନେ ଦେଖିଲି ମୁଁ ସୁନାକୁ ପାଖରୁ ଅତି ପାଖରୁ! ଦାଉ ଦାଉ ନିଆଁରେ ଜଳି କେମିତି ସେ ଦିଶୁଥିଲା ଉଜ୍ଜ୍ୱଳ! ଠିକ୍ ସେମିତି ମନେହେଲା ମୋତେ ତୁମ ହାତ ଧରିବା ଦିନଠୁଁ ମୁଁ ବି ଜଳୁଥିଲି ଏମିତି କେବେ ଅଶ୍ରୁରେ ତ କେବେ ପ୍ରେମରେ! ଏ ଜଳିବାର ଅନ୍ୟ ନାମଟା…

ଏହିଭଳି ଭାବେ ନିଅନ୍ତୁ କେଶର ଯତ୍ନ !

ଭୁବନେଶ୍ୱର: ଖାସକରି ମହିଳାମାନେ ଲମ୍ବା ଓ ସୁସ୍ଥ କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ କେଶ ଶୁଷ୍କ, କେଶରୁ ଝାଳ ବାହାରିବା ତଥା କେଶ ମୂଳ କୁଣ୍ଡେଇ ହୋଇଥାଏ । ଯାହାଫଳରେ କେଶ ଝଡିବା ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ, ଘରୋଇ ଉପାୟରେ କିପରି ନେବେ କେଶର ଯତ୍ନ…

ହିଣ୍ଡାଲକୋକୁ ମିଳିଲା ଜାତୀୟ ସିଏସଆର୍ ପୁରସ୍କାର

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତୁ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କର୍ପୋରେଟକୁ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାତୀୟ ସିଏସ୍ଆର ପୁରସ୍କାର ପ୍ରଦାନ କରାଯାଇଛି । ସିଏସ୍ଆର୍ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସ୍ୱୀକୃତି ।…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ୨୦୦ ମତ୍ସ୍ୟଜୀବୀଙ୍କୁ ଲାଇଫ ଜ୍ୟାକେଟ ବିତରଣ

ଧାମରା: ଧାମରା ପୋର୍ଟର ସିଏସ୍ଆର୍ ୱିଙ୍ଗ ଭାବେ ଆଦାନୀ ଫାଉଣ୍ଡେସନ ଏହାର ପାରିପାଶ୍ୱିର୍କ ଅଞ୍ଚଳରେ ଲୋକମାନଙ୍କ ଜୀବନ ଜିବୀକା ମାନରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟ ପରିଚାଳନା କରିଆସୁଅଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆଦାନୀ ଫାଉଣ୍ଡେସନ ସ୍ଥାନୀୟ…

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ୧୮ ଜଣିଆ ଭାରତୀୟ ଦଳରେ ସାମିଲ୍ ହେଲେ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଉଦୀୟମାନ ଡ଼ିଫେଣ୍ଡର୍ ତଥା ଓଡ଼ିଆ ହକି ତାରକା ବିରେନ୍ଦ୍ର ଲାକ୍ରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାୟର୍ସ ମ୍ୟାଚ ଲାଗି ଭାରତୀୟ ୧୮ ଜଣିଆ ଦଳରେ ସାମିଲ୍ ହୋଇଛନ୍ତି । ଭାରତୀୟ ଦଳର ଡ୍ରାଗ୍ ଫ୍ଲିକର୍ ସ୍ପେଶାଲିଷ୍ଟ ତଥା…

କଂଗ୍ରେସରେ କନ୍ଦଳ ତେଜିଲା; ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ହେବା ପୂର୍ବରୁ ଅସନ୍ତୁଷ୍ଠ ଗୋଷ୍ଠୀର ନେତାମାନେ ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କରିଛନ୍ତି । ଏସମ୍ପର୍କରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବୁଧବାର ଦିନ…

ରାଜ୍ୟର ଶିଶୁସେବା ଅନୁଷ୍ଠାନ ଗୁଡିକର ଉନ୍ନତି ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତଦନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନ ଗୁଡିକରେ ରହୁଥିବା…