ଆଗାମୀ ୨ ଦିନ ଯାଏଁ ଚାଲିବ ବିଭାଗୀୟ ବଜେଟ ଖର୍ଚ୍ଚ ଉପରେ ସମୀକ୍ଷା
ଭୁବନେଶ୍ୱର: ବୁଧବାର ଠାରୁ ଆଗାମୀ ଦୁଇ ଦିନ ଯାଇ ଚାଲିବ ବିଭାଗୀୟ ବଜେଟ ଖର୍ଚ୍ଚ ଉପରେ ସମୀକ୍ଷା। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ୧୪ଟି ବିଭାଗର ମୁଖ୍ୟ ଏଥିରେ ସାମିଲ ହେବେ। ଏହି ବିଭାଗ ଗୁଡିକରେ କାଳିଆ, ମମତା ଯୋଜନା ପରି ଅନେକ ରାଜ୍ୟ ସରକାରଙ୍କ ପ୍ରକଳ୍ପ ସାମିଲ ଅଛି। ସେହିପରି କେନ୍ଦ୍ର…