Latest Odisha News

BREAKING NEWS

ବାଣ ଗୋଦାମ ଉପରେ ଚଢାଉ, ୩ ଗିରଫ

କଟକ: କଟକ ଜଗତପୁର ଥାନା ପକ୍ଷରୁ ଫୁଣି ଥରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ଏହି ଘଟଣାରେ କମିସନରେଟ ପୋଲିସ ୩ ଜଣଙ୍କୁୁ ଗିରଫ କରିବା ସହିତ ଗୋଟିଏ ଟ୍ରକ୍ ବାଣ ଜବତ କରିଥିବା ନେଇ ସୂଚନା ମିିିଳିିିଛି। ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବାବେଳେ ଏନେଇ…

ନଭେମ୍ବର ୧ରୁ +୨ ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ

ଭୁବନେଶ୍ୱର: ଯୁକ୍ତ ଦୁଇ ୨୦୨୦ ବର୍ଷ ଲାଗି ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଫର୍ମ ପୂରଣ ନଭେମ୍ବର ୧ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଗୁରୁବାର ଦିନ…

ବ୍ରହ୍ମପୁରରେ ଦୋକାନୀ ମାଲିକଙ୍କୁ ଗୁଳିମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟରେ ଜଣେ ଦୋକାନୀଙ୍କ ଉପରକୁ କେହି ବ୍ୟକ୍ତି ଗୁଳିମାଡ କରିଛି । ଉକ୍ତ ଦୋକାନୀଙ୍କ ନାମ ସୁଶାନ୍ତ ପାତ୍ର ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନୀ…

ମା’ ଲକ୍ଷ୍ମୀଙ୍କ ଶୁଭାର୍ଶୀବାଦ ଲାଗି ଦୀପାବଳିରେ ଏହିପରି କରନ୍ତୁ ପୂଜାର୍ଚ୍ଚନା…

ଆଲୋକର ପର୍ବ ଦୀପାବଳିକୁ ସବୁଠି ବଡ ଧୂମଧାମରେ ପାଳନ କରାଯାଇଥାଏ । ଏଥିପାଇଁ ବହୁପୂର୍ବରୁ ଘରମାନଙ୍କରେ ସଜାସଜ୍ଜି ତଥା ପୂର୍ବପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ଦୀପାବଳି ଦିନ ଦୀପର ଆଲୋକରେ ମା’ ଲକ୍ଷ୍ମୀ ଗୃହରେ ପ୍ରବେଶ କରୁଥିବା ନେଇ ମାନ୍ୟତା ମଧ୍ୟ ରହିଛି । ପୂଜା ଆରମ୍ଭ କରିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୧୦-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୬ ଶନିବାର ତୁଳା ୯ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର…

ଓଡ଼ିଆ ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁ ହେଲେ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଭୁବନେଶ୍ୱର: ଗୁଜୁରାଟ କ୍ୟାଡର ଓଡ଼ିଆ ଆଇଏସ ଅଫିସର ଗିରିଶ ଚନ୍ଦ୍ର ମୂର୍ମୁ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଶ୍ରୀ ପି.ଏସ. ଶ୍ରୀଧରଣ ପିଲାଇଙ୍କୁ ମିଜୋରାମର ଗଭର୍ଣ୍ଣର ଓ ରାଧା କ୍ରିଷ୍ଣ ମାଥୁରଙ୍କୁ ଲଦାଖର ଲେଫ୍ଟନାଣ୍ଟ…

ଓଡ଼ିଶା ସରକାର-ୟୁନିସେଫ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ: ଏସଏଚଜିର ମା’ମାନେ ବିଶୁଦ୍ଧ ପାଣି ଓ ମିଟର ବ୍ୟବସ୍ଥାର ନେବେ…

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ଭୁବନେଶ୍ୱରର ୫ଟି ଅଞ୍ଚଳ,…

ମିସ୍ ବ୍ରିଟିଶ୍ ଏମ୍ପାୟାର୍ ପ୍ରତିଯୋଗିତା: ଓଡ଼ିଆ ଝିଅ ସେଫାଳୀଙ୍କୁ ମିଳିଲା ୨ୟ ରନର୍ସ-ଅପ୍ ଟାଇଟଲ୍ !

ଭୁବନେଶ୍ୱର: ବଲାଙ୍ଗୀର ଝିଅ ସେଫାଳୀ ଉଦଗାତା ବ୍ରିଟିଶ୍ ଏମ୍ପାୟାର୍ ସୁନ୍ଦରୀ ପ୍ରତିଯୋଗିତାର ୨ୟ ରନର୍ସ-ଅପ୍ ଟାଇଟଲ୍ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀଲଙ୍କାରେ ଅନୁÂିତ ହୋଇଥିବା ଏହି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ୟୁନାଇଟେଡ଼ କିଙ୍ଗଡ଼ମ ଦ୍ୱାରା…

ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର: ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ପ୍ରମାଣପତ୍ର

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାରକୁ ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ…

ଜିଏସଟି ବାବଦ ୧୩୮ କୋଟି ଟଙ୍କାର ଟିକସ ଠକେଇ : ୪ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ଜିଏସଟି ଘୋଟାଲାର ତଦନ୍ତ କରି ରାଉରକେଲାରୁ ୩ ଜଣ ଓ ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶିଲ ଲୋହାନୀ । ସେ କହିଛନ୍ତି ଯେ, ମିଛ ନେଣଦେଣ ଦେଖାଇ ବ୍ୟାପକ ଟିକସ ହେରଫେର୍ କରାଯାଇଛି । ସାଧାରଣ ଲୋକ ଓ…