Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୫ ଶୁକ୍ରବାର ତୁଳା ୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ । ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର…

ଆଗାମୀ ୧୨ ଘଣ୍ଟା ପ୍ରବଳ ବର୍ଷିବ: ଶୁକ୍ରବାର ଏହି ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟା ଧରି ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଏନେଇ ସତର୍କ ସୂଚନା ପ୍ରଦାନ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ଆଗୁଆ ପଦକ୍ଷେପ ନେବା ସହିତ ସତର୍କତା…

ଟାଇମ୍‍ପାସ୍‍ ‘ଉତ୍‍ସାହିତ୍ୟ’: ଦେବଦାସ ଛୋଟରାୟଙ୍କ ସହ ଗୋଟିଏ ଦିନ

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର ୬ ଜଣଙ୍କୁ ବେଷ୍ଟସେଲର୍‍ । ଜଣଙ୍କୁ ବହିବନ୍ଧୁ । ୧୦ ଜଣଙ୍କୁ ପ୍ରଥମା । ୨୪ ଜଣଙ୍କୁ ଉଦୟରାଗ ଭୁବନେଶ୍ୱର: ‘ଟାଇମପାସ୍‍’ ପ୍ରକାଶନ ଦ୍ୱାରା ଆୟୋଜିତ ଏକଦିବସୀୟ ସାହିତ୍ୟସଙ୍ଗତ ‘ଉତ୍‍ସାହିତ୍ୟ’ ସ୍ଥାନୀୟ ଉତ୍କଳ…

ଏଥର ଘରେ ବସି ନେଇ ପାରିବେ ମଲ୍ ର ସୁବିଧା !

ନୂଆଦିଲ୍ଲୀ: ସପିଂ କରିବାକୁ ଆଉ ଯିବାକୁ ପଡ଼ିବ ନାହିଁ ସପିଂ ମଲ୍ । ଘରେ ବସି କରି ପାରିବେ ସପିଂ । ଆପଣ ମାନେ ଭାବୁଥିବେ ଆମେ ଆପଣଙ୍କୁ ଅନଲାଇନ ସପିଂ କଥା କହୁଛୁ । ସମ୍ପୂର୍ଣ୍ଣ ସୂଚନା ପାଇଁ ଆଗକୁ ପଢନ୍ତୁ ... ଘରେ ବସି ମଲ୍ ର ସୁବିଧା ନେଇ ପାରିବେ ଗ୍ରାହକ । ୨୦୨୦ରେ ଦେଶକୁ ମିଳିବାକୁ…

ନଭେମ୍ବର ୧୩ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବ । ବିଧାନସଭାର ଏହି ଅଧିବେଶନ ୩୦ଟି କାର୍ଯ୍ୟକାଳ ଦିବସରେ ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ୧ମ ଦିବସରେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ବ୍ୟୟ ଅଟକଳ…

ସାବଧାନ! ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହିସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କୁହାଯାଏ ନମାନି ଏହିସବୁ କାମ କଲେ ସୁଖ,ଶାନ୍ତି, ସମୃଦ୍ଧି ଆଦି ଭଙ୍ଗ ହୋଇଥାଏ । ତେବେ ଜାଣନ୍ତୁ କେଉଁସବୁ କାର୍ଯ୍ୟ ସନ୍ଧ୍ୟା ସମୟରେ କରିବାକୁ ବର୍ଜନ କରାଯାଇଛି... ସନ୍ଧ୍ୟା ବେଳେ…

ଉତ୍କଳ ବିଶ୍ୱବିଦ୍ୟାଳୟ ଅଫିସ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଆଡ଼ମିନଷ୍ଟେଟିଭ ବ୍ଲକ ମଧ୍ୟରେ ଥିବା ସିଣ୍ଡିକେଟ ହଲରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଛାତ୍ର ପ୍ରଥମ ମହଲାରେ ଥିବା ଆଡ଼ମିନଷ୍ଟେଟିଭ ବ୍ଲକରୁ ଧୂଆଁ ବାହାରୁଥିବା ଦେଖି…

ଭଦ୍ରକ ଜିଲ୍ଲା ଜଜ୍ କୋର୍ଟରେ ଖାଲି ପଡ଼ିଥିବା ଏହିସବୁ ପଦବୀ ଲାଗି ନିଯୁକ୍ତି ସୂଚନା

ଭୁବନେଶ୍ୱର: ଜିଲ୍ଲା ଜଜ ଓ ସେସନ କୋର୍ଟରେ କେତେଗୁଡ଼ିଏ ଜୁନିଅର କ୍ଲର୍କ ଓ କପିଇଷ୍ଟ, ଜୁନିୟର ଷ୍ଟେନୋଗ୍ରାଫର (ଗ୍ରେଡ଼-୩), ଜୁନିୟର ଟାଇପିଷ୍ଟ ଏବଂ ଅମିନ ପଦବୀ ଲାଗି ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି । ସମୁଦାୟ ୩୨ଟି ପଦବୀ ଖାଲି ରହିଥିବା ବେଳେ ଏହି ପଦବୀଗୁଡ଼ିକ…

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଗଢିବେ ସରକାର, ହରିୟାଣାରେ ଝୁଲା ବିଧାନସଭା !

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଢିବା ସମ୍ଭାବନା ସୃଷ୍ଟି ହୋଇଛି । ଗୁରୁବାର ଦିନ ଅନୁଷ୍ଠିତ ଭୋଟଗଣତିରେ ସମୁଦାୟ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟ ୧୬୨ଟି ଆସନରେ ବିଜୟ ହାସଲ କରିଛନ୍ତି ବା ଅଗ୍ରଣୀ…