Latest Odisha News

BREAKING NEWS

୬ ମାସ ହେବ ଡିପ୍ରେସନ୍‌ରେ ଥିଲେ ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଘରର ଚାକର କହିଛି । ତେବେ ସୁଶାନ୍ତ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ କହିଛି ଯେ, ଗତ ୬ ମାସ ହେବ ସୁଶାନ୍ତ ଡିପ୍ରେସନରେ ଥିଲେ ।…

ସୁସ୍ଥ ହେଲେ ଆଉ ୧୧୪ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୪ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରାଗ୍ୟ ଲାଭ କରିଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୦୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । The total recovered cases of #Odisha now stand at…

ସୁପ୍ରିମକୋର୍ଟରେ ପହଞ୍ଚିଲା ରଥଯାତ୍ରା ପ୍ରସଙ୍ଗ

ପୁରୀ: ସୁପ୍ରିମକୋର୍ଟରେ ପହଁଚିଛି ରଥଯାତ୍ରା ବନ୍ଦ ପ୍ରସଙ୍ଗ । ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଆଇନଜୀବୀ ରଂଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି । ବଡ କଥା ହେଉଛି ଏହି ଆବେଦନ ସୁପ୍ରିମକୋର୍ଟରେ ଗ୍ରହଣ ହୋଇଥିବା ବେଳେ ଶୁଣାଣି ପାଇଁ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ । ରବିବାର ମୁମ୍ବାଇ ସ୍ଥିତ ସୁଶାନ୍ତଙ୍କ ଫ୍ଲାଟରେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ୩୪ ବର୍ଷୀୟ ଅଭିନେତା…

ଏଥର ହାତୀ ଟାଣିବ ରଥ ! ପ୍ରସ୍ତାବ ଦେଲେ ସୁଦ୍ଧ ସୁଆର ନିଯୋଗ

ପୁରୀ: ଏଥର ଶ୍ରୀକ୍ଷେତ୍ରରେ ହାତୀ ଟାଣିବେ ରଥ । ଏନେଇ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସୁଦ୍ଧ ସୁଆର ନିଯୋଗ । ମେସିନେ ରଥଟାଣିବା ପ୍ରସ୍ତାବକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି…

ୟୁଏଇରେ ଅଟକିଥିବା ଓଡିଆଙ୍କୁ ଧରି ଭୁବନେଶ୍ୱର ଆସୁଛି ଏୟାର ଆରବିଆ ବିମାନ

ଶାରଜହ/ ଭୁବନେଶ୍ୱର: ୨୧୫ ଜଣ ଓଡିଆ ଯାତ୍ରୀଙ୍କୁ ଧରି ଏୟାର ଆରବିଆ ବିମାନ ଯୋଗେ ରବିବାର ଦିନ ଓଡିଶା ଆସୁଛନ୍ତି କ୍ୟାପଟେନ ମଧୁସ୍ମିତ ପଟ୍ଟନାୟକ । ଯିଏକି ଉକ୍ତ ଫ୍ଲାଇଟର ପାଇଲଟ ରହିଛନ୍ତି । ଆଜି ସକାଳ ୮ଟା ସମୟରେ ବିମାନଟି ଶାରଜହରୁ ବାହାରିଥିବା ବେଳେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ…

ବଢ଼ିଲା କଟକଣା: ଜୁନ୍ ୩୦ ଯାଏଁ ଗଞ୍ଜାମ ଜିଲ୍ଲା ଲକଡାଉନ୍‌

ଗଞ୍ଜାମ: ଗଂଜାମ ଜିଲ୍ଲାରେ ବଢ଼ିଲା କଟକଣା । ଆଜିଠାରୁ ଜୁନ୍ ୩୦ ଯାଏଁ ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗଂଜାମରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ…

ରଜରେ ଫୁଟିଲା ଗୁଳି, ଯୁବକ ମୃତ

ଖୋର୍ଦ୍ଧା: ରଜରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ ଏହି ଗୁଳିକାଣ୍ଡ ଘଟିଛି । ମୃତକ ଜଣକ ହେଲେ ଲାଲ ପ୍ରଧାନ । ବ୍ରାଉନସୁଗାର କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସ…

ବଜ୍ରପାତରେ ୨ ଶ୍ରମିକ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଅଞ୍ଚଳରେ ବଜ୍ରପାତରେ ରବିବାର ସକାଳେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି କୁଆଁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଲୋଡସେରା ଗ୍ରାମରେ । ଏହାଛଡା ମୃତକମାନଙ୍କ ପରିଚୟ ହସ୍ତଗତ ହୋଇନଥିବା ବେଳେ ଦୁହେଁ ଶ୍ରମିକ ବୋଲି ଜଣାପଡିଛି ।…

ଭୁବନେଶ୍ୱରରେ ୧୬ କରୋନା ପଜିଟିଭ ଚିହ୍ନଟ, ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ କରିଛି ରବିବାର ଦିନ ଭୁବନେଶ୍ୱର ମହାନଗର ନିଗମ। https://twitter.com/bmcbbsr/status/1272061211236986880?s=19 ଚିହ୍ନଟ ହୋଇଥିବା…