Latest Odisha News

BREAKING NEWS

ନୂଆ ମୋଟର ଯାନ ଆଇନ୍ ଲାଗୁପରେ ଓଡିଶାରେ କମିଛି ସଡକ ଦୁର୍ଘଟଣା

ଭୁବନେଶ୍ବର: ନୂଆ ମୋଟର ଯାନ ଅଧିନିୟମ ଲାଗୁ ହେବାପରେ ଓଡିଶାରେ ସଡକ ଦୁର୍ଘଟଣା ଏବଂ ତଦଜନିତ ମୃତ୍ୟୁବରଣ ସଂଖ୍ୟା ହ୍ରାସ ଘଟିଛି । ସୁତ୍ରରୁ ପ୍ରକାଶ ଯେ ୨୦୧୯ ମସିହା ସେପ୍ଟେମ୍ବର ୧ରୁ ଡିସେମ୍ବର ୨୦୧୯ ମଧ୍ୟରେ ରାଜ୍ୟରେ ୩୫୫ଟି ଦୁର୍ଘଟଣା ଘଟିଛି । ଯାହା ପୂର୍ବ ବର୍ଷର ସେହି ଅବଧି…

ଲାଞ୍ଚ ନେଇ ଫସିଲେ ପୋଲିସ ବାବୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ପୋଲିସ ବାବୁ । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ବେଗୁନିଆ ନିକଟ ଧଳାପଥର ଫାଣ୍ଡି ଏଏସଆଇ ଅଶୋକ କୁମାର ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ବୋଲଗଡ ନିକଟ ସାନ…

କୋରାପୁଟରେ ମାଓବାଦୀ କ୍ୟାମ୍ପ ଠାବ

ଜୟପୁର: କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ନିକଟରେ ବିଏସଏଫ୍ ଓ ପୋଲିସ କର୍ମୀ ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର କହିଛନ୍ତି, ଉକ୍ତ ଅଞ୍ଚଳରେ ମାଓବାଦୀ ଆକ୍ରମଣ କରିବା ନେଇ ବିଶ୍ୱସ୍ତ…

ଓଡିଶାର ୮ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ,…

ପୁରୀରୁ ସର୍ବାଧିକ ୧୫ ପଜିଟିଭ ସହ ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୧୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୩୪୮୯ ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୫ ଟି ସ୍ଥାନୀୟ ମାମଲା ରହିଛି ।…

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ୍ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1271313648678400004?s=19 ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ…

ଚିନ୍ତା ମୁକ୍ତ ହେଲେ ପ୍ରବାସୀ: କଥା ରଖି ନିଜ ଅଞ୍ଚଳରେ କାମ ଯୋଗାଇ ଦେଲେ ସରକାର

ଯାଜପୁର: କଥା ରଖିଲେ ରାଜ୍ୟ ସରକାର । କାମଧନ୍ଦା ହରାଇ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଅଂଚଳରେ ଯୋଗାଇ ଦେଲେ କାମ । ସାରା ଦେଶରେ ଲକଡାଉନ୍ ହେବା ପରେ ଜୀବିକା ହରାଇ ନିଜ ଘରକୁ ଫେରି ଆସିଥିଲେ ପ୍ରବାସୀ ଶ୍ରମିକ। ଏହାପରେ ସେମାନଙ୍କୁ ଘାରିଥିଲା ପରିବାର ପ୍ରତିପୋଷଣର…

ଲଗାତାର ୬ଷ୍ଠ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୬ଷ୍ଠ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୭ ପଇସା ଓ ୫୯ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ରବିବାର ଦିନ…

ଝାରସୁଗୁଡ଼ାରେ ୨ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶୁକ୍ରବାର ଦିନ ଦୁଇଟି ନୂତନ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସୂଚନାନୁଯାୟୀ, ଉଭୟ ନିକଟ ଅତୀତରେ ମୁମ୍ବାଇରୁ ଫେରିବା ପରେ ଜୁନ୍ ୫ ତାରିଖରୁ ବ୍ରଜରାଜନଗର…

ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନକଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତିଗାଁ ପଂଚାୟତ ର କଙ୍ଗାଧୋଗରି ଗ୍ରାମରେ ଘଟିଛି ଏହି ଘଟଣା । ମୃତ ଗର୍ଭବତୀଙ୍କ ନାମ ଅନିତା ବୋଲି ଜଣାପଡିଛି । ଗର୍ଭବତୀ ଅନିତାଙ୍କର ସ୍ୱାସ୍ଥ୍ୟବସ୍ଥା…