Latest Odisha News

BREAKING NEWS

ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଟିକ୍‌ଟକ୍ ଷ୍ଟାର ଅମୃତାଙ୍କୁ ମିଳିଲା ଫିଲ୍ମ ଅଫର୍ !

ମୁମ୍ବାଇ: ଟିକ୍‌ଟକ୍ ଷ୍ଟାର୍ ଅମୃତାଙ୍କୁ ଦେଖିଲେ ଜାଣି ପାରିବେ ସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖା ଯାଆନ୍ତି । ସୋସିଆଲ୍ ମିଡ଼ିଆରେ ଅମୃତାଙ୍କୁ ନେଇ ଏବେ ଖୁବ୍ ଜୋରରେ ଚର୍ଚ୍ଚା ମଧ୍ୟ ଚାଲିଛି । ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଏହି ଟିକ୍‌ଟକ୍ ଷ୍ଟାରଙ୍କୁ ଏବେ…

ମହାନଦୀରେ ବୁଡ଼ିଗଲା ମାଛଧରା ଡଙ୍ଗା; ୨ ମୃତ, ୧୩ ଧୀବରଙ୍କ ଜୀବନ ବଞ୍ଚାଇଲେ ଯୁବକ !

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ । ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ…

ଜୁନ ୧୭ରୁ ଖୋଲିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜ

ଭୁବନେଶ୍ୱର: ଜୁନ ୧୭ ତାରିଖରୁ କାର୍ଯ୍ୟରେ ଯୋଗ ଦେବେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜର ଶିକ୍ଷକ, ଅଫିସର ତଥା ଅନ୍ୟ କର୍ମଚାରୀ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ କୋଭିଡ ୧୯…

ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ ଶୁକ୍ରବାର ଦିନ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମର ଟ୍ୱିଟ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗାସକନା ଅଞ୍ଚଳର ଜଣେ ୪୬ ବର୍ଷିୟା ମହିଳା ଅଛନ୍ତି, ଯାହାଙ୍କର ସ୍ୱାବ ନମୁନା…

ଦରଦୀ ପ୍ରାଣର ମହାନ ବ୍ୟକ୍ତିତ୍ୱ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଗାଁ ମଫସଲିଆ ସେ । ତାରି ପାଇଁ ଜୀବନ ଜୀଇଁବାର ଆଶା ଦେଖେ ମନୁଷ୍ୟ । ମାଟି ମାର ସେ କୁଶଳୀ କାରିଗର । ସଭ୍ୟତାର ମାପକାଠି । ସେ ନଥିଲେ ଦିନରେ ଦି ଓଳି ଖାଇବା ସ୍ୱପ୍ନ ପାଲଟିଯିବ । ସତରେ ସେ ହିଁ ପ୍ରକୃତ ବିନ୍ଧାଣୀ…

ହାବିଲଦାରଙ୍କ ସମେତ ମାଲକାନଗିରିରେ ୩ କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି: ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର‌୍ୟ୍ୟରତ ଜଣେ ହାବିଲଦାର କରୋନା ପଜିଟିଭ ଚିହ୍ନଟ ହେବାପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ହୋମ୍ କ୍ବାରେନଣ୍ଟାଇନକୁ ପଠାଯାଇଛି। ଏହାଛଡା ଥାନା ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ବୋଲି…

ତୃତୀୟ ଜିଲ୍ଲା ଭାବେ ବାଲେଶ୍ୱରରେ ବି ହେବନି ରଜ ମହୋତ୍ସବ

ବାଲେଶ୍ୱର: କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ କେନ୍ଦୁଝର ଏବଂ ଖୋର୍ଦ୍ଧା ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଶୁକ୍ରବାର ଦିନ ‘ରଜ ପର୍ବ’ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛି। କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ଘୋଷଣା କରିଛି ଯେ…

ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବେ ଜନକ୍ରୋଧର ଫୁତ୍କାରରେ ବିପର୍ଯ୍ୟସ୍ତ| ମେ ୨୫ ତାରିଖରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ ଙ୍କ ମୃତ୍ୟୁ ପ୍ରତିବାଦରେ ବିଭିନ୍ନ ସହରରେ…

ସୀମାରେ ନେପାଳ ପୋଲିସ ଗୁଳିରେ ଭାରତୀୟ କୃଷକଙ୍କ ମୃତ୍ୟୁ, ପରିସ୍ଥିତି ଉତେଜନାପୂର୍ଣ୍ଣ

ସୀତାମଢ଼ୀ:ଭାରତ-ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ଉତେଜନା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ବିହାରର ଜାନକୀନଗର ସୀମା ନିକଟରେ ନେପାଳ ପୋଲିସ ପକ୍ଷରୁ ଅତର୍କିତ ଗୁଳିମାଡ କରାଯାଇଥିଲା । ଏଥିରେ ୫ଜଣଙ୍କ ଦେହରେ ଗୁଳି ବାଜିଛି । ନାଗେଶ୍ୱର ରାଏ ନାମକ ୨୫ ବର୍ଷୀୟ ଜଣେ ଯୁବକଙ୍କ ଏଥିରେ…

ସୋପିଆନରୁ ଲଶ୍କର ଆତଙ୍କବାଦୀ ଜାକିର ଅହମ୍ମଦ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରୁ ଶୁକ୍ରବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ହାତ ଲାଗିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲଶ୍ମର ଇ ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଜାକିର ଅହମ୍ମଦକୁ ପୋଲିସ ଗିରଫ କରିଛି । ଜାକିରଠାରୁ ଆଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ ଆଶା…