Latest Odisha News

BREAKING NEWS

ସଂକ୍ରମଣରେ ବିଶ୍ୱର ୪ର୍ଥ ସ୍ଥାନରେ ପହଞ୍ଚିଲା ଭାରତ: ଦେଶରେ ୨ ଲକ୍ଷ ୯୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଦେଖୁ ଦେଖୁ ଏହା ଅନ୍ୟ ସଂକ୍ରମିତ ଦେଶକୁ ପଛରେ ଛାଡି ଆଗକୁ ମାଡି ଚାଲିଛି ଭାରତ । ବ୍ରିଟେନକୁ ଟପି ୪ର୍ଥ ସ୍ଥାନରେ ପହଞ୍ଚିଛି ଭାରତ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୯୭୫୩୫ ରେ ପହଞ୍ଚିଥିବା ବେଳେ…

ଆଉ ଦିନକ ପରେ ରଜ: ଏଥର ଅନଲାଇନରେ ମିଳିବ ଭଳିକି ଭଳି ଫ୍ଲେବରର ପାନ

ଭୁବନେଶ୍ୱର: ଆଉ ଦିନକ ପରେ ସଜବାଜ । ଓଡ଼ିଶାର ଗଣପର୍ବ ରାଜ ପାନ ବିନା ସତେ ଯେମିତି ଅଧା ଅଧା ଲାଗେ । ରଜରେ ପାନ ଖଣ୍ଡେ ନଖାଇଲେ ଫିକା ପଡିଯାଏ ରଜ ମଉଜ। ସେହିପରି ସାମ୍ନାକୁ ଆସିଛି ରଜର ଅନଲାଇନ୍ କନସେପ୍ଟ । ଏଭଳି ସ୍ପେଶାଲ ପାନ ଖୋଜିବାକୁ ଆପଣଙ୍କୁ ଆଉ କଷ୍ଟ କରିବାକୁ  ହେବନି । ଘରେ…

ଜୁନ ୧୮ ରୁ କୋଇଲା ଖଣିର ବାଣିଜ୍ୟିକ ନିଲାମ କରିବେ ସରକାର

ନୂଆଦିଲ୍ଲୀ: ଜୁନ ୧୮ ତାରିଖରୁ ଭାରତ ସରକାର ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣିଗୁଡିକର ନିଲାମ ଆରମ୍ଭ କରିବେ ।ଉନ୍ମୁକ୍ତ କୋଇଲା କ୍ଷେତ୍ର  ଆତ୍ମନିର୍ଭର ଭାରତର ନୂତନ ଆଶା ଶୀର୍ଷକ ଏହି ଯୋଜନାକୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ । “ଆମେ ପ୍ରଥମ ଥର…

ବର୍ଷା ସହ ବଜ୍ରପାତ ଆଶଙ୍କା: ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଖୋର୍ଦ୍ଧା, ଢେଙ୍କାନାଳ ଓ କଟକର କିଛି ସ୍ଥାନରେ…

ରାଜ୍ୟ କର୍ତ୍ତୃପକ୍ଷଙ୍କୁ କୋଭିଡ କେୟାର ସେଣ୍ଟର ହସ୍ତାନ୍ତର କରିବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କେତେକ ରାଜ୍ୟ ରେଳବାଇକୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁରୋଧ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଚ ଆବଣ୍ଟନ କରିଛି । ଉତ୍ତରପ୍ରଦେଶ…

ରାଜ୍ୟ ବିଜେପିର ନବକଳେବର: ଘୋଷଣା ହେଲା ସମୀରଙ୍କ ନୂଆ ଟିମ

ଭୁବନେଶ୍ୱର: ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ। ଦାୟିତ୍ୱ ନେବାର ପ୍ରାୟ ୫ ମାସ ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗୁରୁବାର ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ସମୀରଙ୍କ ସମେତ ମୋଟ ୨୬ ଜଣିଆ ତାଲିକା ପ୍ରକାଶ ପାଇଛି । ସଂଗଠନ ମନ୍ତ୍ରୀ ବା…

ରାଜ୍ୟ ସରକାରଙ୍କ ରଜ ଭେଟି: ବଢ଼ିଲା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କ ମାସିକ ଭତ୍ତା

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କରୋନା ଯୁଦ୍ଧର ସାରଥି ସାଜିଥିବା ସରପଞ୍ଚ ତଥା ଅନ୍ୟ ସଦସ୍ୟଙ୍କୁ ସରକାରଙ୍କ ରଜ ଭେଟି । ତଥ୍ୟ ଅନୁଯାୟୀ, ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ଭତ୍ତା ୭୧୦ଟଙ୍କା ବୃଦ୍ଧି ପାଇ ୩୫୩୦ଟଙ୍କା ହୋଇଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କର ଭତ୍ତା ୧୪୧୦ଟଙ୍କା ବୃଦ୍ଧି ପାଇ…

ଓଡିଶାର ୧୦ ସହରରେ ପରୀକ୍ଷାମୂଳକ ସେବା ଆରମ୍ଭ କଲା ଜିଓ ମାର୍ଟ

ଭୂବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଯୁଗାନ୍ତକାରୀ ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟ ର ପରୀକ୍ଷାମୂଳକ ସେବା ଏବେ ଓଡିଶାର ୧୦ ଟି ସହରରେ ଉପଲବ୍ଧ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ରାୟଗଡା ଓ ସେମିଳିଗୁଡା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୨-୬-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ  ତା ୧୨ ରିଖ  ଶୁକ୍ରବାର  ବୃଷ ୩୦ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ସପ୍ତମୀ  ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:-  ମିଥୁନ ରାଶି ପୁରୁଷ ଓ…

ଚୂଡ଼ାନ୍ତ ପର୍ଯ୍ୟାୟରେ ରଥ ନିର୍ମାଣ, ଆରମ୍ଭ ହେଲା ତିନିରଥର କନା କାର୍ଯ୍ୟ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଖଳାରେ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ତିନିରଥର ନିର୍ମାଣ କାର୍ଯ୍ୟ । ଲକ୍‌ଡାଉନର ସମସ୍ତ ନିୟମକୁ ମାନି କାରିଗର ସେବକମାନେ ରଥ ନିର୍ମାଣ ଶେଷ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ,…