Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ ବିପଦକୁ ଦେଖି ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ କରାଯାଇଛି । ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ମହାମାରୀକୁ ଦୃଷ୍ଟିରେ ରଖି ସୀମିତ ଓଭର ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଜିମ୍ବାସ୍ବେ ଯିବ ନାହିଁ । ଏହାର ଗୋଟେ ଦିନ ପୂର୍ବରୁ…

ଗଂଜାମରେ ବି ପାଳନ ହେବନି ରଜ..୧୬ ତାରିଖ ଯାଏଁ ଲାଗୁ ହେଲା କଟକଣା

ଗଂଜାମ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଂଜାମରେ ପାଳନ ହେବନାହିଁ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ । ରଜଦୋଳି, ଭୋଜିଭାତ, ମହୋତ୍ସବ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।…

ରଜରେ ବିଭିନ୍ନ ପ୍ରକାର ପିଠାର ହୋମ୍ ଡେଲିଭରି କରିବ ଓଟିଡିସି

ଭୁବନେଶ୍ୱର: କୋଭିଡ-୧୯ ହେତୁ ଚଳିତ ବର୍ଷ ରଜ ପର୍ବ ଉତ୍ସବ ଟିକେ ନିଆରା ହେବ ଜ୍ଝ କିଛି ଆୟୋଜକ ସାମାଜିକ ଦୂରତା ନିୟମ ଅନୁସରଣ କରି ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ‘Pitha on Wheel’ ଜରିଆରେ ବିଭିନ୍ନ ପ୍ରକାର ପିଠାପଣାର…

ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ

ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ରାଉରକେଲା ଏସପି ଶିବ ସୁବ୍ରମଣ୍ୟମ ଏକ ସାମ୍ବାଦିକ…

ଅନ୍ତରୀକ୍ଷ ବୈଜ୍ଞାନିକଙ୍କୁ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ମିଳିଲା !

ପ୍ୟାରିସ: ବୈଜ୍ଞାନିକମାନେ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ପାଇଛନ୍ତି । ଏହା ବିଶ୍ୱାସ ନ ହେଲେ ବି ସତ । ଭାରତର ସତ୍ୟେନ୍ଦ୍ର ନାଥ ବୋସ ଏବଂ ଆଲବର୍ଟ ଆଇନଷ୍ଟାଇନ ୧୯୨୦ରେ ଏ ସମ୍ପର୍କରେ ଥିଓରି ଉପସ୍ଥାପନ କରିଥିଲେ । ସେଥିପାଇଁ ଏହାକୁ ବିଇସି କୁହାଯାଏ । ନିକଟରେ ଅନ୍ତରାଷ୍ଟ୍ରୀୟ ସ୍ପେଶ…

ରାଜସ୍ଥାନରେ ରାଜ୍ୟସଭା ସିଟ ନେଇ ଗୋଟି ଚାଳନା ଆରମ୍ଭ

ଜୟପୁର:ରାଜସ୍ଥାନରେ ଚଳିତମାସ ୧୯ରେ ରାଜ୍ୟସଭା ନିର୍ବାଚନ ହେବ । ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ବିଜେପି ସିଟ ଛଡାଇନେବ ବୋଲି ଭୟ ସୃଷ୍ଟି ହୋଇଛି । ଫଳରେ ଉଭୟ ଦଳ ସତର୍କତାର ସହ ସେମାନଙ୍କ ଗୋଟି ଚାଳନା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ବିଜେପି ଘୋଡାବେପାର କରୁଛି…

୧୪ଟି ଜିଲ୍ଲାରୁ ସୁସ୍ଥ ହେଲେ ୧୨୦ କରୋନା ରୋଗୀ; ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୫୦୦ ନିକଟତର

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୪୭୪ରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ, କେବଳ ଗଞ୍ଜାମ ଜିଲ୍ଲାରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥତା ଲାଭ କରିଛନ୍ତି । ଗଞ୍ଜାମ…

କଟକ ଓ ଭୁବନେଶ୍ୱରରେ ସଟଡାଉନରେ ବି ମିଳିବ ଆମିଷ

କଟକ: ଖାଦ୍ୟ ପ୍ରେମୀଙ୍କ ପାଇଁ ଆସିଛି କିଛି ଭଲ ଖବର, ଯେଉଁମାନେ ସଟଡାଉନ୍ କାରଣରୁ ଘରରନ୍ଧା ଆମିଷ ଖାଦ୍ୟରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ, ସେମାନେ ବନ୍ଦ ଦିନରେ ମଧ୍ୟ କଞ୍ଚା ମଟନ୍, ଚିକେନ୍, ମାଛ ଏବଂ ଚିଙ୍ଗୁଡ଼ି ଅର୍ଡର କରିପାରିବେ। ଯୁବ ଉଦ୍ୟୋଗୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା "RAW…

ପ୍ରବଳ ଗହଳି ଯୋଗୁଁ ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ରାତି ପାହିଲେ ରଜ । ମାର୍କେଟ୍ ବିଲ୍ଡିଂରେ ଅସମ୍ଭବ ଗହଳି । ମାର୍କେଟ୍ ବିଲ୍ଡିଂରେ କୌଣସି କରୋନା କଟକଣା କିମ୍ବା ସାମାଜିକ ଦୂରତାକୁ କୌଣସି ବ୍ୟକ୍ତି ମାନୁନଥିବାର ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ମାର୍କେଟ୍ ବିଲ୍ଡିଂ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ମିଳିଥିବା…

ଲକ୍‌ଡାଉନ ବେଳେ ପୋଲିସର କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଏସ୍‌.ପି ଓ ଡିସିପିମାନଙ୍କ ସହିତ ଆଲୋଚନା କରିଛନ୍ତି । ଲକ୍‌ଡାଉନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସେ ଆଲୋଚନା କରିଥିଲେ ।…