Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ସୋନମ୍ କପୁରଙ୍କ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କଲେ ସ୍ୱାମୀ ଆନନ୍ଦ ଆହୁଜା !

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ସୋନମ୍ କପୁରଙ୍କ ଏକ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କରିଛନ୍ତି ସ୍ୱାମୀ ଆନନ୍ଦ ଆହୁଜା । ଏହି ଭିଡ଼ିଓଟିକୁ ମଙ୍ଗଳବାର ଦିନ ସୋନମଙ୍କ ୩୫ତମ ଜନ୍ମ ଦିବସରେ ସୋସିଆଲ୍ ମିଡ଼ିଆରେ ନିଜେ ଆନନ୍ଦ ହିଁ ଶେୟାର୍ କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

‘ପିକେ’ ଅଭିନେତା ଜାଗେଶ ମୁକ୍ତିଙ୍କ ଦେହାନ୍ତ

ମୁମ୍ବାଇ: ଟେଲି ଧାରାବାହିକ ‘ଶ୍ରୀ ଗଣେଶ’ରେ ଭଗବାନ ଗଣେଶଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜାଗେଶ ମୁକ୍ତିଙ୍କର ବୁଧବାର ଦିନ ‌ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ଖବର ଅନୁଯାୟୀ, ଅଭିନେତା ଜଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ…

ବେସନ ବ୍ୟବହାର କରି ଏଭଳି ନିଅନ୍ତୁ ତ୍ବଚାର ଯତ୍ନ…

ଭୁବନେଶ୍ୱର: ସାମ୍ପ୍ରତିକି ଲକଡାଉନ ସ୍ଥିତିରେ ପ୍ରାୟ ସମସ୍ତ ବିଉଟି ପାର୍ଲର, ସେଲୁନ୍ ଓ ସ୍ପା ବନ୍ଦ ରହିଛି। ଏଭଳି ସମୟରେ ମହିଳାମାନେ ନିଜ ରୋଷେଇ ଘରେ ଖୁବ ସହଜରେ ମିଳୁଥିବା ବେସନକୁ ବ୍ୟବହାର କରି ନିଜ ପାଇଁ ଫେସ ମାସ୍କ ଓ ଫେସ ପ୍ୟାକ୍ସ ବନାଇ ନିଜ ତ୍ୱଚାର ଯତ୍ନ ନେଉଛନ୍ତି। ଖାଲି ଯେ…

ମୌସୁମୀ ସମୟରେ ପ୍ରାକ୍ ସାବଧାନତା ଅବଲମ୍ବନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିରାପତ୍ତା କଡ଼ାକଡ଼ି

ଭୁବନେଶ୍ୱର: ମୌସୁମୀ ସମୟରେ ଚାଲୁଥିବା ଟ୍ରେନ୍ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳବାଇ ସତର୍କତାମୂଳକ ଗ୍ରହଣ କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷା ତଥା ରେଳ ଚଳାଚଳ ପାଇଁ ରେଳ ଟ୍ରାକ୍ ନିକଟରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଘଟିଥିବା କୌଣସି…

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ, ଓଡ଼ିଶାରେ ୧ ନମ୍ବର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା…

ଚୁମା ଦେଇ ଚିକିତ୍ସା କରୁଥିଲେ ବାବା, କରୋନା ନେଲା ଜୀବନ

ଭୋପାଲ: ଚୁମା ଦେଇ ଚିକିତ୍ସା କରୁଥିଲେ ବାବା । ଯେକୌଣସି ବି ରୋଗ ହେଉ, ରୋଗୀଙ୍କ ହାତକୁ ଚୁମା ଦେଇ ବାବା ସବୁ ଠିକ୍ କରି ଦେଉଥିଲେ । ଏଥିପାଇଁ ଦୂରଦୂରାନ୍ତରୁ ବାବାଙ୍କ ପାଖରେ ଭିଡ ଜମୁଥିଲା । ହେଲେ ବାବା ଏବେ କରୋନାରେ ପ୍ରାଣ ହରାଇଛନ୍ତି । ଖାଲି ନିଜେ କରୋନା ସଂକ୍ରମିତ ହୋଇ ନାହାନ୍ତି ଆଉ…

କୁଲୀ ନଂ ୧ର ନୂତନ ପୋଷ୍ଟର ରିଲିଜ, ମାସ୍କ ପିନ୍ଧା ବରୁଣଙ୍କ ଲୁକ୍ ପ୍ରଶଂସକଙ୍କୁ ପସନ୍ଦ ଆସୁଛି

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଅନେକଗୁଡିଏ ଫିଲ୍ମର ରିଲିଜ ଡେଟ ଘୁଂଚିଛି । ଏହା ମଧ୍ୟରୁ ବରୁଣ ଧାୱନଙ୍କ ପ୍ରତିକ୍ଷୀତ ଫିଲ୍ମ କୁଲୀ ନଂ୧ ଅନ୍ୟତମ । ଏହି ଅବସରରେ ଗୁରୁବାର ଫିଲ୍ମର ନୂତନ ଲୁକ୍ ରିଲିଜ କରାଯାଇଛି । ଏଥିରେ ବରୁଣ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ସୋସିଆଲ ସାଇଟରେ ସେ…

ବର୍ଷା ଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି, ତାହେଲେ ଆପଣାନ୍ତୁ ଏହି ୧୦ ଉପାୟ

ଭୁବନେଶ୍ୱର: ଗ୍ରୀଷ୍ମର ପ୍ରଚଣ୍ଡ ଖରା ପରେ ମୌସୁମୀ ଆସିଲେ ଖୁବ୍ ଆରାମ ଲାଗେ। ବର୍ଷାର ବୁନ୍ଦା ବୁନ୍ଦା ପାଣିରେ ସମସ୍ତେ ଭିଜିବାକୁ ଆଗେଇ ଆସିଥାନ୍ତି। ଯଦି ଆପଣମାନେ ମଧ୍ୟ ବର୍ଷାର ମଜା ନେଉଛନ୍ତି, ତେବେ ନିଜ ଶରୀର କଥା ଜମାରୁ ଭୁଲି ଯିବେ ନାହିଁ। କାରଣ ବର୍ଷା ଋତୁରେ ଆପଣଙ୍କୁ ଭୁତାଣୁ…

ୟୁଜି ଓ ପିଜିର ବଳକା ପରୀକ୍ଷା ବାତିଲ

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ନିୟନ୍ତ୍ରଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଜି ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ୟୁଜି ଓ ପିଜି ପାଠ୍ୟକ୍ରମର ଫାଇନାଲ ସେମିଷ୍ଟର ବଳକା ପରୀକ୍ଷା ବାତିଲ କରାଯାଇଛି । ବାକି ଥିବା ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ଆଉ ହେବନି। ଆଜି…