ମତଦାନ ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ
ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ ପଣ୍ଡା ।
ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ…