Latest Odisha News

BREAKING NEWS

ଲାଞ୍ଚ ମାମଲା: ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଖୋର୍ଦ୍ଧା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ମିଳିଲା ଜାମିନ । ଏଥିସହ ତାଙ୍କ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଜାମିନ ମିଳିଛି । ହାଇକୋର୍ଟ ଏ ଦୁହିଁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ ଅଦାଲତ ସର୍ତ୍ତ ନିର୍ଦ୍ଧାରଣ କରିବାକୁ କୋର୍ଟ…

ସତର୍କତାର ସହ ରଜ ପାଳନ ନେଇ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଆଉ ଦିନକ ପାରେ ସଜବାଜ । ତା’ପରେ ରଜ । ଓଡ଼ିଆମାନଙ୍କ ଏହା ସବୁଠାରୁ ବଡ ପର୍ବ । ତେବେ ଏହି ରଜ ପର୍ବକୁ ସତର୍କତାର ସହ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ । ସେ କହିଛନ୍ତି, ମା’ ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ପୋଲିସ ଏଏସଆଇ !

ଖୋର୍ଦ୍ଧା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ୍ ପୋଲିସ ସବ୍ ଇନିସପେକ୍ଟର୍ । ମିଳିଥିବା ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ସେ ଆଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜାଗା ମାମଲା କେଶର ଦଫା…

କାଶ୍ମୀର ପଣ୍ଡିତ ଅଜୟଙ୍କ ହତ୍ୟା: ଝିଅ କହିଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବି

ଲେହ: ସରପଂଚ ଅଜୟ ପଣ୍ଡିତଙ୍କ ହତ୍ୟା ପରେ କାଶ୍ମୀରରେ ପୁନର୍ବାର ଭୟର ବାତାବରଣ ଖେଳିଛି । କାଶ୍ମୀର ପଣ୍ଡିତଙ୍କୁ ଏଠାରେ ରଖାଇ ନ ଦେବା ପାଇଁ ଆତଙ୍କବାଦୀମାନେ ରକ୍ତର ଖେଳ ଆରମ୍ଭ କରିଛନ୍ତି । ଅଜୟଙ୍କ ଝିଅ ଶୀନ ଗୁରୁବାର କହିଛନ୍ତି ମୁଁ ସିଂହ ଛୁଆ । ବାପାଙ୍କ ମୃତ୍ୟୁର ନିଶ୍ଚିତ ପ୍ରତିଶୋଧ…

ଦେଶରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରିଆଡେ କାୟା ମେଲାଇଛି କରୋନା । ତେବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ତୁଳନାରେ ଏବେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର…

ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଏକ ମାମଲାର ଶୁଣାଣି କିର ସଂରକ୍ଷଣ ସମ୍ପର୍କରେ ବଡ ଟିପ୍ପଣି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତାମିଲନାଡୁର ମେଡିକାଲ କଲେଜରେ ଆଡମିସନ ଲାଗି ଓବିସି କୋଟାରେ ଆସନ ସଂରକ୍ଷଣ କରାଯାଉ ନଥିବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି କୋର୍ଟ ସଂରକ୍ଷଣ ଆଇନ ମୌଳିକ ଅଧିକାର ନୁହେଁ…

ବାତିଲ୍ ହେଲା ଡ୍ରାଇଭିଂ ଲାଇସେନ୍ସ, ଏଲ୍‌ଏଲ୍ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ସ୍ଲଟ୍ ବୁକିଂ ଟେଷ୍ଟ୍ ବାତିଲ୍ କରିଛନ୍ତି । ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ମାର୍ଚ୍ଚ ୨୫ ତାରିଖରେ…

ଆସିଲା ଅନୁଷ୍କା ଶର୍ମାଙ୍କ ‘ବୁଲ୍‌ବୁଲ୍‌’ର ଫାଷ୍ଟ ଲୁକ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ମୁଭି ‘ବୁଲବୁଲ୍‌’ର ଫାଷ୍ଟ ଲୁକ୍ । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନେଟ୍‌ଫ୍ଲିକ୍ସରେ ଏହାକୁ ରିଲିଜ କରିଛନ୍ତି । ଏଥିସହ ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଏହାର ଟିଜର ପୋଷ୍ଟରକୁ ସେୟାର କରିଛନ୍ତି । ଏଥିସହ ଅନୁଷ୍କା ଏହି ଫିଲ୍ମକୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୨୩୫୪ ପହଂଚିଛି । 3 each from Khurda, Kandhamal & Sambalpur and 1 from Jharsuguda. The total recovered cases of #Odisha now stand at 2354.…

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପିଏନବିରୁ ୩୨କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ ଆରମ୍ଭ କରିଛି ପଚରାଉଚରା । ଗୁରୁବାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର କିଛି ଉଚ୍ଚ ପଦସ୍ଥ ଅଧିକାରି ଏବଂ ଗ୍ଳୋବାଲ ଟ୍ରେଡିଂ ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ଅଧିକାରିଙ୍କୁ ଭୁବନେଶ୍ଵର ସିବିଆଇ…