Latest Odisha News

BREAKING NEWS

ପାଣିରେ ବୁଡି ୨ ବର୍ଷର ଶିଶୁପୁତ୍ର ମୃତ

ଦେଓଗଡ: ଦେଓଗଡର ସାମନ୍ତ୍ରାପାଲି ଗ୍ରାମରେ ରବିବାର ଦିନ ଜଣେ ୨ ବର୍ଷର ଶିଶୁ ପାଣି ହାଣ୍ଡିରେ ପଡିଯାଇ ମୃତୁବରଣ କରିଛନ୍ତି। ମୃତ ଶିଶୁଟି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ୨ ବର୍ଷୀୟ ଶିଶୁଟି ପାଖରେ ଥୀବା ପାଣି ହାଣ୍ଡି ନିକଟରେ…

୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ: ଡ଼ଃ ସୁରଜିତ ସାହୁ

ଭୁବନେଶ୍ୱର: ମାନସିକ ଚାପ, ଆତ୍ମହତ୍ୟା ଭଳି ଚିନ୍ତାଧାରା, ପରିବାର ଏବଂ ବନ୍ଧୁଙ୍କର ସହଯୋଗ ନ ମିଳିବା, ଏକୁଟିଆ ରହିବା, ବେରୋଜଗାରୀ, ଡ୍ରଗ୍ସ ଓ ମାଦକଦ୍ରବ୍ୟ ସେବନ ଦ୍ୱାରା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ । ଆତ୍ମହତ୍ୟା କରିବା ପୂର୍ବରୁ ରୋଗୀ ନିକଟରେ ଅନେକ ବିପଦପୂର୍ଣ୍ଣ ଲକ୍ଷଣ…

ପୁଣି ଖଟରେ ବୁହାହେଲେ ଗର୍ଭବତୀ ମହିଳା

ସୋନପୁର: ସୋନପୁର ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ଦୁର୍ଜୁନତୈଲା ପଞ୍ଚାୟତ ମସିଣାପାଲି ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ପାଖାପାଖୀ ୨କିମି. ଯାଏଁ ଖଟରେ ବୋହିନେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି। ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ଦୁର୍ଜୁନତୈଲା ପଞ୍ଚାୟତ…

ପାଲା ଜଗତର ଉଜ୍ଜ୍ୱଳ ପ୍ରତିଭା: ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ

ଭୁବନେଶ୍ୱର: ପାଲା ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସହ ଜନସଚେତନତା ସୃଷ୍ଟି କରିବାରେ ଯେଉଁ କେତେଜଣ ଗାୟକ ରହିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ । ବୃତ୍ତିରେ ସେ ଜଣେ ଶିକ୍ଷକ, ହେଲେ ତାଙ୍କ ନିଶା ହେଉଛି ପାଲା, ଆଉ ଏହି ପାଲା ମାଧ୍ୟମରେ ସେ ସମାଜରୁ…

କାରଗିଲ ଯୁଦ୍ଧର ମୁକ ସାକ୍ଷୀ ‘ହୁନ୍ଦରମନ ଗ୍ରାମ’, ଏବେ ଯୁଦ୍ଧ ସ୍ମୃତିର ସଂଗ୍ରହାଳୟ

ଭୁବନେଶ୍ୱର: କରଗିଲ ଯୁଦ୍ଧର କାହାଣୀ ମନେ ପଡିଗଲେ ଆଜି ବି ଦେହ ଶୀତେଇ ଉଠେ । ଭୟରେ ଛାତି ଥରି ଯାଏ । ଭାରତ ମାତାର ବୀର ଯାବନଙ୍କ ବୀରତ୍ୱ ସାମ୍ନାରେ ମୁଣ୍ଡ ନୁଆଇଁଥିଲା ଶତୃଦେଶ । ତେବେ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ଗ୍ରାମ ଧ୍ବସ୍ତ…

ସୈଫ୍‍ ଅଲ୍ଲୀ ଖାନଙ୍କ ‘ଲାଲ୍‍ କପ୍ତାନ୍‍’, ୩ ଦିନରେ ଆୟ ୧କୋଟି

ମୁମ୍ବାଇ: ପରଦାକୁ ଆସିଛି ସୈଫ୍‍ ଅଲ୍ଲୀ ଖାନ ଅଭିନୀତ ସିନେମା ‘ଲାଲ୍‍ କପ୍ତାନ୍‍’ । ଅକ୍ଟୋବର ୧୮ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୩ ଦିନରେ ୧ କୋଟି ୫ ଲକ୍ଷ ଟଙ୍କା ଆୟ କରିଛି । ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସିନେମା ହଲ ଗୁଡିକରେ ଦର୍ଶକଙ୍କ ଭିଡ଼…

ଏମିତି ଏକ ଗାଁ, ଯେଉଁଠି ସବୁଲୋକଙ୍କର ରହିଛି ଗୋଟିଏ କିଡିନୀ

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁରେ ସବୁଲୋକଙ୍କର ରହିଛି ଗୋଟିଏ କିଡ୍‌ନୀ । ଗୋଟିଏ କିଡିନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଅଦ୍ଭୁତ ଗାଁଟି ରହିଛି ଆମ ପଡୋଶୀ ଦେଶ ନେପାଳରେ। ଏହି ଗାଁର ନାଁ ହୋକ୍‌ସେ ।…

ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର; ଗୀତ ଦୂର କରିବ ରକ୍ତଚାପ ସମସ୍ୟା !

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ହାଇପର୍ ଟେନସନ୍ ଆଜିର ସମୟରେ ଏକ ଗମ୍ଭୀର ସମସ୍ୟା ଭାବେ ଆଗକୁ ଆସିଛି । ରକ୍ତଚାପ ବୃଦ୍ଧି ଯୋଗୁଁ ହୃଦରୋଗ, ବୃକକ୍ ସମସ୍ୟା ଭଳି ଅନେକ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ। ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକେ ବଡ଼ବଡ଼ ଡାକ୍ତର ଦେଖାଇ ଔଷଧ ଖାଇବା…

‘ଆଇପିଏଲ’ ଖେଳିବେ ଓଡିଆ ପୁଅ ପପୁ ରାୟ !

ମୁମ୍ବାଇ: ଆଇପିଏଲ୍‌-୨୦୨୦ରେ ଜଣେ ଓଡ଼ିଆ ପୁଅଙ୍କୁ ଦେଖିବାକୁ ମିଳିପାରେ । ଓଡ଼ିଶାର ବାମ ହାତୀ ସ୍ପିନର ପପୁ ରାୟ ଏଥର 'ଆଇପିଏଲ'ରେ ଖେଳିବାର ସମ୍ଭାବନା ରହିଛି । ପପୁ ୨୦୧୯ର ଚମ୍ପିଆନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିପାରନ୍ତି ବୋଲି ପପୁ ନିଜେ ଟ୍ବିଟ୍ କରି ସୂଚନା…

ବାବା ଆଖଣ୍ଡଳମଣିଙ୍କ ପୀଠରେ କାର୍ତ୍ତିକ ବ୍ରତ

ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ଆରଡି ଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିରଠାରେ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ଗର୍ଭଣା ସଂକ୍ରାନ୍ତିରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଏଥିପାଇଁ ମଣିବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହେଉଛି ।…