Latest Odisha News

BREAKING NEWS

ଏମ୍ସରେ ୫ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ୱାସ୍ଥବସ୍ଥା ସ୍ଥିର; ସୂଚନା ଦେଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୂବିଜ୍ଞାନ ସଂସ୍ଥାନ (ଏମ୍ସ)ର ପାଞ୍ଚ ଜଣ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ୱାସ୍ଥବସ୍ଥା ସ୍ଥିର ରହିଥିବା ନେଇ ଗୁରୁବାର ଦିନ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଏମ୍ସ, ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ଏକ ଟ୍ୱିଟ୍ ଅନୁଯାୟୀ ପ୍ରଥମ…

ସଙ୍ଗରୋଧ କେନ୍ଦ୍ରରେ ନାବାଳିକାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ସଂଗରୋଧ କେନ୍ଦ୍ରରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସାରସମାଲର ଜଣେ ୧୪ ବର୍ଷୀୟା ନାବାଳିକା ନିକଟ ଅତୀତରେ ତାମିଲନାଡୁରୁ ଫେରିଥିଲେ । ପରେ ସେ ନିଜ ପରିବାର…

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର,…

ସାରା ବିଶ୍ୱରେ ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତି ଭଙ୍ଗା ଯାଉଛି: ୬୦ ବିବାଦୀୟ ବ୍ୟକ୍ତିଙ୍କ ନାମ ଏହି ତାଲିକାରେ ରହିଛି

ୱାଂଶିଂଟନ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ଆମେରିକାରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନ ଏବେ ସାରା ବିଶ୍ୱକୁ ବ୍ୟାପୀବାରେ ଲାଗିଛି । ବିକ୍ଷୋଭକାରୀମାନେ ଦାସପ୍ରଥା, ଗୋଲାମଗିରି ଓ ବର୍ଣ୍ଣବୈଷମ୍ୟ ବିବାଦ ସୃଷ୍ଟି କରିଥିବା ଐତିହାସିକ…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ

କଟକ: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟର ମୁଖ୍ୟ ବଚାରପତି ମହମ୍ମଦ ରଫିକ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାକୁ ମିଶାଇ ହାଇକୋର୍ଟ ବିଚାରପତିଙ୍କ…

ଅଣସର ପିଣ୍ଡିରେ ମହାପ୍ରଭୁ; ଜ୍ୱର ଉପଶମ ଲାଗି ହୁଏ ଉପଚାର !

ନୀଳାଚଳ ନିବାସୀ ପରମାତ୍ମା ଦାରୁବ୍ରହ୍ମ ରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳାର ରହସ୍ୟ ଭକ୍ତମାନଙ୍କୁ ଭକ୍ତିମାର୍ଗରେ ଅଗ୍ରସର ହେବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ । ସାଧାରଣ ମନୁଷ୍ୟ ପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିନଚର୍ଯ୍ୟା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ମଣିଷଟିଏ…

ଓଡିଶାରେ ଆଉ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୩୮୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିଲା

ଷ୍ଟକହୋମ: ଦୀର୍ଘ ୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିବା ସହ ଅଭିଯୁକ୍ତ ନାମ ପ୍ରକାଶ ପାଇଛି । ଜଣେ ଗ୍ରାଫିକ ଡାଜାଇନର ଭାବେ କାମ କରୁଥିବା ଷ୍ଟିଟ ଇଙ୍ଗଷ୍ଟର୍ମ ପାମେଙ୍କୁ ଗୁଳି କରିଥିଲେ । ଇଙ୍ଗଷ୍ଟର୍ମଙ୍କ ଇତିମଧ୍ୟରେ ମୃତ୍ୟୁ…

ଏସସିବିରେ ପ୍ରାଣ ହରାଇଲେ ସୁରତ ଫେରନ୍ତା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁର ଜଣେ ସୁରତ ଫେରନ୍ତାଙ୍କର ବୁଧବାର ବିଳମ୍ବିତ ରାତିରେ କଟକସ୍ଥିତ ଏସସିବିରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଚିତ୍ତରଂଜନ ନାୟକ। ସେ ସୁରତରୁ ଫେରିବା ପରେ ୧୪ ଦିନ ମାର୍ଶାଘାଇସ୍ଥିତ ସରକାରୀ ଉଚ୍ଚ…

‘ରଜ ପର୍ବ’ରେ ହେବନି ଜନସମାବେଶ; ସୂଚନା ଦେଲେ କେନ୍ଦୁଝର ପ୍ରଶାସନ

କେନ୍ଦୁଝର: କରୋନାଭାଇରସ୍ ବିସ୍ତାରକୁ ରୋକିବା ଲାଗି କେନ୍ଦୁଝର ପ୍ରଶାସନ ଗୁରୁବାର ଦିନ ଜିଲ୍ଲାରେ ‘ରଜ ପର୍ବ’ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏକ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଜୁନ୍ ୧୧ରୁ ୧୬ଯାଏଁ ରଜ ଦୋଳି, ମେଳା, ମହୋତ୍ସବ ଭଳି ଉତ୍ସବ ତଥା ରଜ ପର୍ବ ସହ ଜଡିତ ଭୋଜି ତଥା…