Latest Odisha News

BREAKING NEWS

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାବୁ ଗିରଫ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନାରେ କାର୍ଯ୍ୟରତ କନଷ୍ଟେବଳ ଗଙ୍ଗାଧର ରାଉତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗୁରୁବାର ଦିନ ସତ୍ୟବାଦୀ ପୋଲିସ ତାଙ୍କୁ ଗିରଫ କରିଛି। ଏକ ମାମଲାରେ ଶ୍ରୀ ରାଉତ ତାଙ୍କୁ ସହାୟତା କରିବାକୁ ଯାଇ ତାଙ୍କ ସହ ଗତବର୍ଷ ଦୁଷ୍କର୍ମ କରିଥିବା ନେଇ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନୟାଗଡ: ନୟାଗଡ ଜିଲ୍ଲାର କ୍ଷୁଦ୍ରଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି ।…

ଭୁବନେଶ୍ୱରରେ ଖୋଲିଲା ପ୍ରଥମ ରୋବୋଟ୍ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ରେଷ୍ଟୁରାଣ୍ଟରେ ରୋବୋଟ୍ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳର 'ଡିଏଲଏଫ' ଟାୱାର ଠାରେ ବୁଧବାର ଦିନ ଏହି ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଛି । ଏହାର ନାମ ରଖାଯାଇଛି 'ରୋବୋ ସେଫ ରେଷ୍ଟୁରାଣ୍ଟ' ।…

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ଅଧ୍ୟାପକଙ୍କ ବଦଳିକୁ ବିରୋଧ

ସମ୍ବଲପୁର: ସମ୍ବଲପୁର ସହର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୮ଜଣ ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଗୁରୁବାର ଦିନ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏପରିକି ସେମାନେ କଲେଜର ମୁଖ୍ୟ ଗେଟରେ ମଧ୍ୟ ତାଲା ପକାଇ ଦେଇଛନ୍ତି । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି…

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ୩୫ରୁ ଅଧିକ ମୃତ

ମେଦିନା: ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ମେଦିନା ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ ହେବା ଫଳରେ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ ଜ୍ୟୋତି ନନ୍ଦ ଗଣିଲେ ସଂଖ୍ୟାରେ ତାହା ହେବ ସାତୋଟି ଫରୁଆ । ଫରୁଆଗୁଡିକ ତିଆରି ହୋଇଛି ଆଉଟା ସୁନାରେ ଆଉ ଧଉଳା ରୁପାରେ । ଗୋଟିକୁ ସିନା ଆମେ ଦେଖିପାରିବୁ ହେଲେ ସେଇ ଗୋଟିକ ଭିତରେ ରହିଛି ଆଉ ଗୋଟିଏ ଆଉ ତାହା ଭିତରେ ପୁଣି ଆଉ ଗୋଟିଏ,…

ଗୁରୁବାରରେ ଏହିପରି କରନ୍ତୁ ଲକ୍ଷ୍ମୀଙ୍କ ଆରାଧନା; ପାଇବେ ନିଶ୍ଚିତ ଶୁଭଫଳ !

ଧନ ସମ୍ପତ୍ତି ଓ ବୈଭବର କାମନା ସମସ୍ତେ କରିଥାନ୍ତି । ଏହାକୁ ପାଇବା ଲାଗି ବ୍ୟକ୍ତିବିଶେଷ ଲଗାତାର ପ୍ରୟାସ ଜାରି ରଖିଥାନ୍ତି । ତଥାପି ବେଳେବେଳେ ସବୁ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସଫଳତା ମିଳିପାରିନଥାଏ । କୁହାଯାଏ, ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଧନ, ଯଶ ଓ ବୈଭବ ଆଦି ମିଳିଥାଏ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୭ ତାରିଖ ଗୁରୁବାର କନ୍ୟା ୩୧ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର…

ସପିଂ ମଲ, ହସ୍ପିଟାଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ପାର୍କିଂ ଫି ଆଦାୟ ବେଆଇନ: ବିଡିଏ

ଭୁବନେଶ୍ୱର: ଆଉ ଦେବାକୁ ପଡ଼ିବ ନାହିଁ ପାର୍କିଂ ଫି। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଆଦାୟ ହେଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) । ଏନେଇ…