ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୧୯ କରୋନା ରୋଗୀ
ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା ୨୫୧୯ ଜଣଙ୍କ ମଧ୍ୟରୁ ୪୧୯ ଜଣ ଖୋର୍ଦ୍ଧା, ୨୧୬ ଜଣ ଗଞ୍ଜାମରୁ, ୨୧୦ ଜଣ ପୁରୀରୁ, ୨୦୫ ଜଣ ରାୟଗଡାରୁ,…