Latest Odisha News

BREAKING NEWS

ଆଉଜଣେ ଡାକ୍ତର, ନର୍ସ କରୋନା ପଜିଟିଭ୍ ଚିହ୍ନଟ !

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଡାକ୍ତର ଓ ନର୍ସ ଚିକିତ୍ସାଳୟରେ ସର୍ଜରୀ ୱାର୍ଡ଼ରେ କାର୍ଯ୍ୟ କରୁଥିଲେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନାନୁଯାୟୀ, ସର୍ଜରୀ…

ଫୋନରେ ପତ୍ନୀଙ୍କୁ ଦେଲେ ତିନି ତଲାକ, ଗିରଫ କଲା ପୋଲିସ

କଟକ: ପତ୍ନୀଙ୍କୁ ଫୋନ ମାଧ୍ୟମରେ ‘ତିନି ତଲାକ୍‌’ ଦେଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଦାଲତ ଜାମିନ ନଦେବା ଫଳରେ ଏହି ଅଭିଯୁକ୍ତଙ୍କୁ ଚୌଦ୍ୱାର ସର୍କଲ୍ ଜେଲକୁ ପଠାଇ ଦିଆଯାଇଛି । ଗଣମାଧ୍ୟମକୁ ସୂଚନାଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ…

କଟକରେ ୪୯ ଜଣ ଏନଡ଼ିଆରଏଫ ଯବାନଙ୍କ ସମେତ ୫୨ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମୁଣ୍ଡୁଳି ସ୍ଥିତ ଏନଡ଼ିଆରଏଫ କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।  ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା ଏନଡ଼ିଆରଏଫ ଟିମ୍ । ଏହାସହ ମୁଣ୍ଡଳୀ ଏନଡ଼ିଆରଏଫ…

‘କରୋନା କ୍ରିଏଟିଭିଟି’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜୁନ ୧୫ ସୁଦ୍ଧା ପଠାନ୍ତୁ ନିଜ କଳା ପ୍ରତିଭାର ଭିଡିଓ

ଭୁବନେଶ୍ୱର : ପ୍ରତିଯୋଗୀମାନଙ୍କ ବିପୁଳ ଉତ୍ସାହ ଓ ଅନୁରୋଧକୁ ଦୃଷ୍ଟିରେ ରଖି odishasambad.in ଏବଂ odishabytes.com ନିବେଦିତ ‘କରୋନା କ୍ରିଏଟିଭିଟି’ ପାଇଁ ଭିଡିଓ ପଠାଇବାର ଶେଷ ତାରିଖ ଜୁନ ୮ ପରିବର୍ତ୍ତେ ଜୁନ ୧୫ ତାରିଖ କରାଯାଇଛି । ଆପଣ ନିଜର କଳା ପ୍ରତିଭା ଦେଖାଇବାକୁ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

ଭଦ୍ରକ: ପରଲୋକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ । ଆଜି ସନ୍ଧ୍ୟା ସାଢେ ୮ଟାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ବ୍ରେନଷ୍ଟ୍ରୋକ ଯୋଗୁଁ ଗତ କିଛି ଦିନ ହେଲା ତାଙ୍କର ଚିକିତ୍ସା…

ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ସମସ୍ତ ଡିଗ୍ରୀ କଲେଜର ଷଷ୍ଠ ତଥା ଶେଷ ସେମିଷ୍ଟାର୍ (ରେଗୁଲାର୍ ଓ ବ୍ୟାକ୍‌) ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ…

ଆରମ୍ଭ ହେବ ଏସ ସି ବି ସମ୍ପ୍ରସାରଣ କାର୍ଯ୍ୟ; ସୂଚନା ଦେଲେ ଜିଲ୍ଲାପାଳ

କଟକ: କଟକ: କଟକ ଜିଲ୍ଲାରେ କୋଭିଡ୍ ମୁକାବିଲା ଲାଗି ଦୀର୍ଘ ଦିନ ଧରି ସ୍ଥଗିତ ରହିଥିଲା ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାର୍ଯ୍ୟ । ତେବେ ଜିଲ୍ଲାରେ ସ୍ଥଗିତ ଥିବା ଏସ ସି ବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ଗୁଡ଼ିକୁ ଅବରୋଧ ମୁକ୍ତ କରି ୩ ଲାଇନ (ଉଭୟ ପାର୍ଶ୍ୱ)…

ଜୁନ୍ ୮ରେ ପାଳିତ ହୋଇଥାଏ ‘ବିଶ୍ୱ ମହାସାଗର ଦିବସ’; ଜାଣନ୍ତୁ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ୮ରେ 'ୱାର୍ଲଡ଼ ଓସେନ ଡେ' ଅଥବା 'ବିଶ୍ୱ ମହାସାଗର ଦିବସ' ପାଳନ କରାଯାଏ। ସାଧାରଣ ଲୋକଙ୍କୁ ସମୁଦ୍ର ଏବଂ ଏଥିରେ ବସବାସ କରୁଥିବା ଅଗଣିତ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ହୋଇଥାଏ। ସାମୁଦ୍ରିକ…

ସ୍ଥଗିତ ରହିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା

ଭୁବନେଶ୍ୱର: ଛାତ୍ରୀ ମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷାକୁ କର୍ତ୍ତୃପକ୍ଷ ସୋମବାର ଦିନ ଆସନ୍ତା ୧୫ ଦିନ ଲାଗି ସ୍ଥଗିତ ରଖିଛନ୍ତି । ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ୍ ୨୫ ତାରିଖରେ ପରୀକ୍ଷା ଧାର୍ଯ୍ୟ ହେବା ନେଇ…

ଭୁବନେଶ୍ୱରର ଆଉ ୨ଟି ରୁଟରେ ଚାଲିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଭୁବନେଶ୍ୱରର ୨୪ ଏବଂ ୨୮ ରୁଟରେ ‘ମୋ ବସ୍’ ସେବା ଆରମ୍ଭ ହେବ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୋମବାର ଟ୍ବିଟ କରି କୁହାଯାଇଛି, “ଯାତ୍ରୀମାନଙ୍କ ସୁବିଧା ପାଇଁ, ମଙ୍ଗଳବାରଠାରୁ ଆମେ ମୋବସ୍ ରୁଟ୍ ୨୪ ଏବଂ ରୁଟ୍…