Latest Odisha News

BREAKING NEWS

ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା

କଟକ: ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସନଙ୍କ ସମେତ ୪ ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ସ୍ନାନଯାତ୍ରା ବେଳ କୌଣସି…

କ୍ରିକେଟକୁ ବି କଳଙ୍କିତ କରିଛି ବର୍ଣ୍ଣବୈଷମ୍ୟ ବିବାଦ

ଭୁବନେଶ୍ୱର: ବର୍ଣ୍ଣବୈଷମ୍ୟ ମଣିଷଠାରୁ ମଣିଷକୁ ଅଲଗା କରିଥାଏ । ସବୁ କ୍ଷେତ୍ରରେ ଏହା ବ୍ୟାପିଯାଇଛି । ଖେଳ ବିଶେଷ କରି କ୍ରିକେଟ ମଧ୍ୟ ଏଥିରେ କଳଙ୍କିତ ହୋଇଛି । ଆସନ୍ତୁ ଜାଣିବା କିପରି ଏହି ବିବାଦକୁ କ୍ରିକେଟର ନାମ ତଳେ ପକାଇଛି ।୧୯୭୬ରେ ଇଂଲଣ୍ଡର ଅଧିନାୟକ ଟୋନୀ ଗ୍ରେଗ୍ ପ୍ରଥମ କରି…

ଦୁର୍ବଳ ହେଉଛନ୍ତି ପଙ୍ଗପାଳ, ଗତିବିଧି ଉପରେ କରାଯାଉଛି ମନିଟରିଂ

ଭୁବନେଶ୍ୱର: ଦୁର୍ବଳ ହେଉଛି ପଙ୍ଗପାଳର ଗତି । ଓଡିଶା ଆସିବେ କି ନାହିଁ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ । ପଙ୍ଗପାଳ ଦଳର ଗତିବିଧି ଉପରେ ମନିଟରିଂ କରାଯାଉଥିବା ନେଇ କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର । ବର୍ତ୍ତମାନ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ…

ଦିଲ୍ଲୀରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା ଯାଇଥିଲା । ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ସୀମାରେ ଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ, ହୋଇପାରେ କରୋନା ଟେଷ୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହେବା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସାମାନ୍ୟ ଜ୍ୱର ଏବଂ କାଶ ହେଉଥିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଖବର ଅନୁଯାୟୀ ଗତ ରବିବାର ଦିନ କେଜ୍ରିୱାଲଙ୍କୁ ଜ୍ୱର ଓ…

କଟକରୁ ୨୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

କଟକ: କଟକର ପୀରବଜାର ଅଞ୍ଚଳରୁ ସୋମବାର ଭୋର ପ୍ରାୟ ୪ଟା ବେଳେ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଯୁବକଙ୍କ ନାମ କର୍ଣ୍ଣ ଚନ୍ଦ୍ର ଦାସ (୨୯) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟରେ ଦିନକୁ…

୧୩ଟି ଜିଲ୍ଲାରେ ବର୍ଷା ସହ ହୋଇପାରେ ଝଡତୋଫାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି- ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, କେନ୍ଦ୍ରାପଡା,…

ବିଜେପି ନେତା ସମ୍ବିତ ପାତ୍ରଙ୍କ କରୋନା ଟେଷ୍ଟ ନେଗେଟିଭ

ଭୁବନେଶ୍ୱର: ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ନେଗେଟିଭ ବାହାରିବା ପରେ ସେ ଗୁରୁଗାଓଁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ ମେ ୨୮ ତାରିଖରେ ତାଙ୍କ ଶରୀରରେ କୋଭିଡ-୧୯ ଲକ୍ଷଣ ଦେଖାଯିବା ପରେ ଶ୍ରୀ ପାତ୍ରଙ୍କୁ ଚିକିତ୍ସା ନିମନ୍ତେ…

କରୋନାରେ ଆକ୍ରାନ୍ତ ହେଲେ ପିଆଇବି ଡିଜି

ନୂଆଦିଲ୍ଲୀ: ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଆଇବି)ର ମୁଖ୍ୟ ମହାନିର୍ଦ୍ଦେଶକ କେ.ଏସ୍ ଧତାଭାଲିଆଙ୍କ କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ପଜିଟିଭ୍ ବାହାରିବା ପରେ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ…

ଭୁବନେଶ୍ୱରରେ ହଂସପାଳ ଫ୍ଲାଏଓଭରର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ ସୋମବାର ଦିନ ୧୬ନଂ ଜାତୀୟ ରାଜପଥରେ ଥିବା ରାଜଧାନୀ ଭୁବନେଶ୍ୱରର ହଂସପାଳ ଫ୍ଲାଏଓଭର ଓଭରର ମୂଳଦୁଆ ପକାଇଛନ୍ତି। ଇଞ୍ଜିନିୟରିଂ, କ୍ରୟ ଏବଂ କନଷ୍ଟ୍ରକସନ (ଇପିସି) ମୋଡରେ ଆନୁମାନିକ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି…