Latest Odisha News

BREAKING NEWS

୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ବେଞ୍ଚରେ ବସିବେ ଦୁଇ ଜଣ ପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ଲାଗି ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି। ବିଦ୍ୟାଳୟରେ ସୁରକ୍ଷା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଯେପରି ପିଲାମାନେ ପାଠପଢ଼ିବେ ସେଥିଲାଗି ମଧ୍ୟ ସରକାରଙ୍କ ପକ୍ଷରୁ…

ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

ଗଞ୍ଜାମ: ଗଂଜାମ ଜିଲ୍ଲା ପାଇଁ ଗୌରବ ଆଣିଲା ହିଞ୍ଜିକାଟି ଯୁବବର୍ଗଙ୍କ ପ୍ରୟାସ । ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ । ଲକଡାଉନର ସଚେତନତା ବାର୍ତ୍ତା ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ…

ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରବିବାର ଦିନ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ବିଭାଗର ଜାରି ବୁଲେଟିନ ଅନୁସାରେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଉପକୂଳରେ ସୃଷ୍ଟ ଲଘୁଚାପ…

ଜୁଆ ଅଡ୍ଡା ଉପରେ ଚଢ଼ାଉ, ୮ଜୁଆଡ଼ି ଗିରଫ

ଭଞ୍ଜନଗର: ପୋଲିସ ହାତରେ ଧରାପଡିଲେ ୮ ଜୁଆଡି । ଗଂଜାମ ଜିଲ୍ଲା ଭଂଜନଗର ଭେଜିପୁଟ ପୋଖରୀ ନିକଟରେ ଥିବା ଏକ ବାଉଁଶ ବୁଦାମୂଳେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୧୮ ହଜାର ୯୪୦ ଟଙ୍କା ଜବତ ହୋଇଛି । ସେପଟେ ଗିରଫ ପରେ…

ବଜ୍ରପାତରେ ସାତ ଗାଈ ଓ ଦୁଇ ବାଛୁରୀ ମୃତ

ଦିଗପହଣ୍ଡି: ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ହୋଇଛି  । ବଜ୍ରାଘାତରେ ୭ ଟି ଗାଇ ସମେତ ୨ ଟି ବାଛୁରୀର ମୃତ୍ୟୁ ହୋଇଛି  । ସୂଚନା ମୁତାବକ, ଗୋପୀନାଥପୁର ଗ୍ରାମର ପୂର୍ଣ୍ଣ ନାଇକ ନାମକ ଜଣେ ଯୁବକ ନିଜର ଗାଈମାନଙ୍କୁ…

ଓଡ଼ିଶାର ଏହିସବୁ ଜିଲ୍ଲାରେ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବରଗଡ଼, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା,…

‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’।…

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ମେଡିକାଲରେ ଭର୍ତ୍ତି

ଜୟପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ ଅସୁସ୍ଥତା ଅନୁଭବ କରିବା ପରେ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲାର ଜୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିବାବେଳେ ଏବେ ଡାକ୍ତରଖାନାର ଏକ ସ୍ୱତନ୍ତ୍ର ୱାର୍ଡରେ…

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୪୦ ଡଲାର ବଢ଼ିଛି । ଫଲରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ସୂଚନା ଯୋଗ୍ୟ ଯେ, ଲକଡାଉନ୍ ସମୟରେ ଅଶୋଧିତ ତେଲର ଦାମ୍ କମିଥିଲା । ହେଲେ ସରକାର ଦରରେ କୌଣସି…

ଭୟ: କଂଗ୍ରେସ ୬୫ ବିଧାୟକଙ୍କୁ ଗୁଜୁରାଟ, ରାଜସ୍ଥାନର ବିଭିନ୍ନ ହୋଟେଲ, ରିସର୍ଟରେ ଲୁଚାଇ ରଖିଛି

ଗାନ୍ଧିନଗର : ଗୁଜରାଟ ରାଜ୍ୟସଭାରେ ଘୋଡା ବ୍ୟାପାର ଆରମ୍ଭ ହୋଇଯାଇଛି । କଂଗ୍ରେସର ୩ ବିଧାୟକ ଇସ୍ତଫା ଦେବା ପରେ ଦଳ ଏବେ ବାକି ତକ ବିଧାୟକଙ୍କୁ ଲୁଚାଇ ରଖିଛି । ଆଉ କିଛି ବିଧାୟକ ଇସ୍ତଫା ଦେବାର ଆଶଙ୍କା ଥିବାରୁ କଂଗ୍ରେସ ନିଜର ୬୫ ଜଣ ବିଧାୟକଙ୍କ ରାଜକୋଟର ନିଲ ସିଟି ରିସର୍ଟ, ରାଜସ୍ଥାନର…