ଆଜି ମା’ଙ୍କ ମହାଷ୍ଟମୀ ପୂଜା, ମହାଗୌରୀ ବେଶରେ ପୂଜା ପାଇବେ ଦେବୀ ଦୁର୍ଗା
ଭୁବନେଶ୍ୱର: ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ। ଆଜି ମାଆଙ୍କର ମହାଷ୍ଟମୀ ପୂଜା ।
କୁହାଯାଏ ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା' ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।…