Latest Odisha News

BREAKING NEWS

ସମାଲୋଚନା ପରେ ଦୋଷ ସ୍ୱୀକାର କଲେ ବିଜେପି ନେତା

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ସଢଙ୍ଗୀ ଓ ଅନ୍ୟ ନେତା ଓ କର୍ମୀ ସାମାଜିକ ଦୂରତା ରକ୍ଷା ନକରିବା ଓ ସାଂସଦ ନିଜେ ଦିଲ୍ଲୀରୁ ଫେରି ହୋମ କ୍ୱାରେଣ୍ଟିନରେ ନରହି ନିୟମକୁ ଉଲଂଘନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ।…

ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଦା ଆଉ ନାହାନ୍ତି

ମୁମ୍ବାଇ: ୨୦୨୦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କେବଳ ଦୁଃଖର ଖବର ଆଣୁଛି । ଗୁରୁବାର ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଚାଟାର୍ଜିଙ୍କ ପରଲୋକ ହୋଇଯାଇଛି । ଅମୋଲ ପାଲେକର, ଜରୀନା ୱାହା ଓ ଟିନା ମୁନିମଙ୍କ ପରି କଳାକାରଙ୍କ ସୁଯୋଗ ଦେଇଥିବା ବାସୁ ଦା’ଙ୍କୁ ମୃତ୍ୟୁବେଳକୁ ୯୦ ବର୍ଷ ବୟସ…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ୨୪ ଘଂଟାରେ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରେ ଏମ୍‌ସ ହସ୍ପିଟାଲର ଜଣେ କର୍ମଚାରୀ ଥିବା ଜଣାପଡିଛି । There are 3 local contact cases. 1 case belong to Aiginia, Patrapada area. 1 case is an…

ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ନିକଟରୁ ଡିଏସପିଙ୍କ ପତ୍ନିଙ୍କର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରରେ ଅଘଟଣ । ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଖଡାସିଂ ରେଳ ଧାରଣା ନିକଟରେ ଏହି ଘଟଣା ଘଟିଛି । ମୃତକ ଗଜପତି ଜିଲ୍ଲାର ଅନୀଲ ପ୍ରଧାନଙ୍କ ପତ୍ନୀ ସୁଷମା ପ୍ରଧାନ ବୋଲି ସୂଚନା ମିଳିଛି । ତେବେ ସେ ଆତ୍ମହତ୍ୟା…

କାଳ ହେଲା ଖେଳ, ବୁଡି ଗଲେ ଦୁଇ ଯାଆଁଳା ଭାଇ

ପାଟଣା: ଖେଳ ନେଲା ଜୀବନ । ଖେଳୁ ଖେଳୁ ପୋଖରୀରେ ବୁଡି ଗଲେ ୬ ବର୍ଷର ଦୁଇ ଯାଆଁଳା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କ ସାହିରେ । ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଗାଁ ପୋଖରୀ ନିକଟରେ ଦୁଇ ଭାଇ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ…

ପୋଲସରା ବ୍ଲକ ରୁମାଗଡ଼ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରୁମାଗଡ଼ ଗାଁର ଜଣେ ମହିଳାଙ୍କ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ପରିବାରର ଅନ୍ୟ ୪ ଜଣଙ୍କର ପଜେଟିଭ୍ ଚିହ୍ନଟ ହୋଇଥିଲେ । ଗୋଷ୍ଠୀ ସଂକ୍ରମଣ କୁ…

ପଙ୍ଗପାଳ ମୁକାବିଲା ଚିନ୍ତା, ୩ଟି ଜୋନ୍‌ରେ ବିଭକ୍ତ ହେଲା ରାଜ୍ୟ

ଭୁବନେଶ୍ୱର:ଓଡିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହିହେବନି । ସେମାନେ ଏବେ ମଧ୍ୟ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରୁ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି ।…

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ସେମିଷ୍ଟାର ପରୀକ୍ଷା ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

ଭୁବନେଶ୍ୱର: ଯୁକ୍ତ ୩ ଏବଂ ସ୍ନାତକୋତ୍ତର ଷ୍ଟ୍ରିମର ଶେଷ ସେମିଷ୍ଟାର ପରୀକ୍ଷା କରାଯିବାକୁ ବିରୋଧ କରି ଗୁରୁବାର ଦିନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଦେଇଛନ୍ତି। ମୁଖ୍ୟ ଫାଟକ ବନ୍ଦ ଥିବାରୁ କୁଳପତି ପଦ୍ମଜା ମିଶ୍ର…

ବାତ୍ୟା ‘ଅମ୍ଫାନ’: କ୍ଷୟକ୍ଷତି ଆକଳନ ଲାଗି ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ଅମ୍ଫାନ୍ ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗୁରୁବାର ଦିନ ଏକ ସାତ ଜଣିଆ କେନ୍ଦ୍ରୀୟ ଦଳ ଓଡିଶାରେ ପହଞ୍ଚିଛନ୍ତି। ଏହି ଟିମ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ରହିଛନ୍ତି। ସେମାନଙ୍କ ଗସ୍ତ ସୂଚୀ ଅନୁଯାୟୀ,…