Latest Odisha News

BREAKING NEWS

ରହିବେନି ଭକ୍ତ, ସେବକଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ଆଜି ରାତିରୁ ରତ୍ନ ବେଦୀରୁ ସ୍ନାନ ବେଦୀକୁ ଛୁଟି ଆସିବେ ଚର୍ତୁଦ୍ଧାମୂର୍ତ୍ତି । ରାତି ଗୋଟାଏରେ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ତେବେ ଏସବୁ ନୀତିକାନ୍ତି ବିନା ଭକ୍ତରେ ହେବ । ଚଳିତ ଥର କରୋନା କଟକଣା ଭିତରେ କେବଳ ସେବକଙ୍କ ଗହଣରେ ହେବ…

ବଡଦାଣ୍ଡକୁ ଜଗିବ ସିସିଟିଭି, ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ: କରୋନା କଟକଣା ଭିତରେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିାଇଁ ପୁରୀରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡକୁ ୭ଟି ଜୋନରେ ବିଭିକ୍ତ କରାଯାଇ ପ୍ରତି ଜୋନରେ ଲାଗିଛି ସିସିଟିଭି । ସେହିପରି ୨ ଜଣ କମାଡାଣ୍ଟ, ୬ ଜଣ ଅତିରିକ୍ତ…

ଦେବସ୍ନାନ ପୂର୍ଣ୍ଣିମା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମ ମହୋତ୍ସବ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପୀ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମହାସ୍ନାନ…

ଜମ୍ମୁ ଓ କଶ୍ମୀରରେ ଜରୁରୀକାଳୀନ ରନୱେର ନିର୍ମାଣ

ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବାରୁ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇଚାଲିଛନ୍ତି । ଏଥିପାଇଁ ଜମ୍ମୁ ଓ କଶ୍ମୀରର ଅନନ୍ତନାଗସ୍ଥିତ ବିଜବିହାରା ଠାରେ ଏକ ଜରୁରୀକାଳୀନ ରନୱେର ନିର୍ମାଣ ଆରମ୍ଭ ହୋଇଛି । ଏନଏଚଏଆଇ ପକ୍ଷରୁ ଏବେ ଏହି ରନୱେ ପାଇଁ ମାଟିଖୋଳା ଆରମ୍ଭ…

ଦରଦାମ୍ ଉପରେ ରହିବନି ନିୟନ୍ତ୍ରଣ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ପଡିଛି ଆଳୁ, ପିଆଜ, ଖାଇବା ତେଲ ଓ ତୈଳବୀତ ଶସ୍ୟ । ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ ଆଜି ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି । ୧୦ ଜୁନରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇପାରେ । କରୋନା ମହାମାରୀ ଯୋଗୁ ଆଇପିଏଲକୁ ଅନିଶ୍ଚିତତା ସମୟ ପାଇଁ ଘୁଂଚାଇ ଦିଆ ଯାଇଥିଲା । ବ୍ୟୟବହୂଳ ଓ ଲୋକପ୍ରିୟ…

ବିବାଦରେ ସାଂସଦ ଅପରାଜିତା: ନିୟମ ଭାଙ୍ଗିଲେ, ଫାଇନ ଦେଲେ, ଏତଲା ବି ହେଲା

ଭୁବନେଶ୍ୱର: କୋଭିଡ-୧୯ ଗାଇଡଲନ ମାନିଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଘଟଣାକୁ ନେଇ ତାଙ୍କ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ସାଂସଦଙ୍କ ନାଁ ରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ ସେ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ ଗାଇଡଲାଇନକୁ ନ…

ଭଲ ଖବର: ସୁସ୍ଥ ହେଲେ ଆଉ ୬୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ଆଜି ପୁଣି ଆଉ ୬୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । The total…

ହ୍ୱୁସିଲବ୍ଲୋୟର ଲି ୱେନଲିଆଙ୍ଗ ପରେ ରହସ୍ୟମୟ ଢ଼ଙ୍ଗରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବେଜିଂ:କରୋନା ସମ୍ପର୍କରେ ସାରା ଦୁନିଆକୁ ସତର୍କ କରାଇଥିବା ହ୍ୱୁସିଲବ୍ଲୋୟର ଡା.ୱେନଲିଆଙ୍ଗପରେ ଗୁରୁବାର ଆଉ ଜଣେ ଡାକ୍ତର ହୁ ଉଇପେଙ୍ଗଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ସେ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ଥିଲେ । ୪୨ ବର୍ଷୀୟ ହୁ ୱେନଲିଆଙ୍ଗଙ୍କ ଟିମରେ ଥିବାରୁ ତାଙ୍କୁ ହତ୍ୟା…

ଆଜି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହି ୧୦ଟି ଜିଲ୍ଲାରେ ହେବ ବଜ୍ରପାତ ସହ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ହେବ ସାମାନ୍ୟରୁ ମଧ୍ୟମ ଧରଣର ଝଡ଼ବର୍ଷା । ଗୁରୁବାର ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଯେଉଁ ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି…