Latest Odisha News

BREAKING NEWS

ନୂତନ ଶିକ୍ଷା ବର୍ଷ ପାଇଁ ୟୁଜି/ପିଜି ଆଡମିସନ ଆରମ୍ଭ କଲା ଜାମିଆ ହମ୍‌ଦର୍ଦ

ନୂଆଦିଲ୍ଲୀ: ନୂତନ ଶିକ୍ଷା ବର୍ଷ ୨୦୨୦ ପାଇଁ ଅଣ୍ଡର ଗ୍ରାଜୁଏଟ ତଥା ପୋଷ୍ଟ ଗ୍ରାଜୁଏଟ ଆଡମିସନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି, ଗବେଷଣା ଭିତ୍ତିକ ଅନୁଷ୍ଠାନ ଜାମିଆ ହମ୍‌ଦର୍ଦ । ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ htuntilamiahamdard.edu/  ରେ ଆଡମିସନ ଫର୍ମ…

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀରେ ପାରମ୍ପରିକ ନୀତି

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ରାଜରାଜେଶ୍ୱର ଭାବରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରାଯାଏ । ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି…

କିଡନୀ ରୋଗୀ କରୋନା ଆକ୍ରାନ୍ତ ହେବାରୁ କଲେ ଆତ୍ମହତ୍ୟା !

ଦିଲ୍ଲୀରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା  । ଦକ୍ଷିଣ ଦିଲ୍ଲୀର ବାତ୍ରା ହସପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ପୋଲିସର କହିବା ମୁତାବକ ଦିଲ୍ଲୀ ମିଠାପୁରରେ ରହୁଥିବା ୬୩ ବର୍ଷୀୟ ଜଣେ ବ୍ୟକ୍ତି ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ  ।  ଆଉ ଡାଏଲେସିସ୍ ଲାଗି ଗତ ମେ ୨୦ରେ…

ଗୋରିଲ୍ଲାଙ୍କ ସେଲ୍ଫି ନେବା ଶୈଳୀ ସମସ୍ତଙ୍କ ମନ କିଣୁଛି

ରୁମାନଗାବୋ: ଏବେ ସେଲ୍ଫି ନିଶା ସମସ୍ତଙ୍କୁ ଘାରିଛି । ଏଥିରୁ ମଣିଷ ସହିତ ରହୁଥିବା ପଶୁପକ୍ଷୀମାନେ କିପରି ବାଦ୍ ପଡିବେ । ଏ ଭଳି ଏକ ଘଟଣା ସାମ୍ନାକୁ ଆସିଛି ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଭିରୁଙ୍ଗା ଜାତୀୟ ପାର୍କରେ । ସେଠାରେ ଅନାଥ ଗୋରିଲ୍ଲାଙ୍କ ଦାୟିତ୍ୱ ନେଇଛନ୍ତି ୩୯ ବର୍ଷୀୟ…

ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ । ଆଜି ସକାଳେ ସର୍ବାଧିକ ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୮୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 1 each from Bolangir,…

ଆଖି

ଆଖି ଉମାକାନ୍ତ ରାଉତ (ଅରୂପ) ଏବେ ମୋତେ ପଚାରନି ବଳେ ବୁଝିପାରିବ କଲମର ସିନ୍ଧୁ ପରି ବିନ୍ଦୁ ମୂନରେ ମୁଁ ଏ ଯେଉଁ ଆଖି ଆଙ୍କୁଛି ସେ ଆଖିର ଜୀବନ୍ୟାସ ଦିନ ଦେଖିବ ସେ ଆଖିର ପୁଅଡୋଳା ସକାଳର ସୂର୍ଯ୍ୟ ଆଉ ଆକ୍ଷିପତା ଦୂର ଦିଗବଳୟ । ଧର୍ମର ଦେବତା ଭଳି ସେ ଆଖିର ପଲକ ଓ ଜୀବନ୍ୟାସ…

କରୋନା ଭିତରେ ତେଜିଲା ଏମ୍‌ଏସ୍‌ପି ରାଜନୀତି

ଭୁବନେଶ୍ୱର: କରୋନା ଭିତରେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ ରାଜନୀତି ତେଜିଛି । ବିଜେଡି ଉପସଭାପତି ଦେବି ମିଶ୍ର କହିଛନ୍ତି, ଏହା ପର୍ଯ୍ୟାପ୍ତ ନୁହେଁ । କାଲି କେନ୍ଦ୍ର…

ସୁନ୍ଦରଗଡ଼ରେ ଆଉ ୮ କରୋନା ଆକ୍ରାନ୍ତ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଆଉ ୮ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଲେଖାଏଁ ସଦର ଓ ବଡ଼ଗାଁ ବ୍ଲକର ହେଇଥିବା ବେଳେ ୪ ଜଣ ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି । ଆହୁରି ମଧ୍ୟ…

ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଲେ କ୍ରିକେଟର ସେହ୍ୱାଗ

ଚଣ୍ଡୀଗଡ: କରୋନା ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ଶ୍ରମିକମାନେ ହାତରେ କାମ ଧନ୍ଧା ନ ଥିବା ବେଳେ ସେମାନେ ଖାଲି ହାତରେ ଘରକୁ ଫେରିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ…

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୫ ଜିଲ୍ଲାକୁ ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଓଡିଶାରେ ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ବୈଠକରେ ପଙ୍ଗପାଳର ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ପବନର ବେଗ ଯୋଗୁଁ ଛତିଶଗଡରୁ ପୁଣି ମଧ୍ୟପ୍ରଦେଶ ଅଂଚଳକୁ ଚାଲିଯାଇଛନ୍ତି ପଙ୍ଗପାଳ ଦେଳ । ତେବେ…