ପଙ୍ଗପାଳ ମୁକାବିଲା ପାଇଁ ନିୟମାବଳୀ ଜାରି କଲେ ସରକାର
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଛତିଶଗଡରେ ପଙ୍ଗପାଳଙ୍କ ଆତଙ୍କ । ସେଠାକାର କୋରିୟା ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପଙ୍ଗପାଳ ମୁକାବିଳା ପାଇଁ ନିୟମାବଳୀ ଜାରି କରିଛନ୍ତି ।
ପଙ୍ଗପାଳ ନେଇ କୃଷି ଭବନରେ ସମୀକ୍ଷା ବୈଠକ…