ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଏନଏସ ଖଣ୍ଡେରି’
ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ 'ନିର୍ମିତ ଆଇଏନଏସ ଖଣ୍ଡେରି' ଶନିବାର ଦିନ ସାମିଲ ହେବ ଭାରତୀୟ ନୌସେନାରେ । କଲଭେରୀ ଶ୍ରେଣୀର ଏହା ଦ୍ବିତୀୟ ବୁଡ଼ାଜାହାଜ। ଯାହାକି ବିଶ୍ବସ୍ତରର ଅତ୍ୟାଧୁନିକ ବୁଡ଼ା ଜାହାଜର ସମକକ୍ଷ ବୋଲି କାହାଯାଉଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ…