Latest Odisha News

BREAKING NEWS

ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୯ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ,…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲାରେ ୪ଜଣ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଏକ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପ୍ଟେମ୍ବର ୧୪ ତାରିଖରେ କଲେଜ ଛାତ୍ରୀଙ୍କୁ ଘଞ୍ଚ ଜଙ୍ଗଲରେ ଗଣଦୁଷ୍କର୍ମ କରାଯିବା ପରେ ଅଭିଯୁକ୍ତମାନେ ଅଶ୍ଳୀଳ…

ସୋସିଆଲ୍ ମିଡିଆର ଦୂରୁପଯୋଗ ରୋକିବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ସୋସଆଲ୍ ମିଡିଆର ଦୂରୁପଯୋଗ ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ରୋକ ଲଗାଇବା ତଥା ସନ୍ତୁଳନ ବଜାୟ ରଖିବା ପାଇଁ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରିକି…

ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର କର୍ମଚାରୀଙ୍କ ଅନିୟମିତ ଉପସ୍ଥାପନା ଉପରେ ନଜର ରଖିବା ଲାଗି ଓଡିଶା ସରକାରଙ୍କ ପକ୍ଷରୁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ବ୍ୟବସ୍ଥା କରାଯିବ। ଗତ ସୋମବାର ଠାରୁ ଲାଗୁ ହୋଇଥିବା ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ରେକର୍ଡିଂ ସିଷ୍ଟମ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ…

ନିୟମିତ ପିଅନ୍ତୁ ପଇଡ଼ ପାଣି, ଦୂରେଇ ରହିବ ଏହିସବୁ ରୋଗ !

ଭୁବନେଶ୍ୱର: ପଇଡ଼ ପାଣି ପାଟିକୁ ଯେତିକି ମିଠା, ଦେହ ପାଇଁ ମଧ୍ୟ ସେତିକି ଉପକାରୀ । ଏଥିରେ ଭାରି ରହିଥାଏ ବିଭିନ୍ନ ପ୍ରକାର ଔଷଧିୟ ଗୁଣ ରହିଥାଏ । ପଇଡ଼ ପାଣିର ନିୟମିତ ପିଇଲେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ ଏଥିରେ…

ଦେବଗଡ଼ରୁ ଜବତ ହେଲା କଲରାପତରିଆ ବାଘଛାଲ, ୬ ଗିରଫ

ଦେବଗଡ: କଲରାପତରିଆ ବାଘଛାଲ ଚାଲାଣ ଅଭିଯୋଗରେ ବନବିଭାଗ ଦେବଗଡ଼ ଛତାବାର ଘାଟ ନିକଟରୁ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତିଳେଇ ବଣି ଅଞ୍ଚଳର ଦେବେନ୍ଦ୍ର ରାଣାଛୁରିଆ (୩୬) ହୋଇଥିବାବେଳେ…

ଅଜ୍ଞାତବାସ

ଅଜ୍ଞାତବାସ ଦିପୁନ୍ ପୁହାଣ ଥାଉ କିଛି, ନିଜଠୁ ବି ଗୋପନୀୟ ହୋଇ । କିଛି ଅସହାୟତା ଏପରି ଯେ ତାକୁ ନିଜଠି ଖୋଲିଦେବାକୁ ଡର ଆଉ ତୁମେ ତ ମୋ ନିଜ ଦେହ ନୁହେଁ ଦେହଠାରୁ ବହୁ ଦୂର । ବଡ଼ ବିଚିତ୍ର ଏ ଦେହ କାରସାଦି, ଏ ଦେହରେ ଇ ବୃହନ୍ନଳା, ଏ ଦେହରେ ଅର୍ଜୁନ , ଏ ଦେହ କେବେ…

ସର୍ପାଘାତରେ ଆଉ ୩ ଜଣଙ୍କ ମୃତ୍ୟୁ

କନ୍ଧମାଳ: ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ସର୍ପାଘାତରେ ପ୍ରାୟ ୩ ଜଣଙ୍କର ଅକାଳ ବିୟୋଗ ଘଟିଛି । ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର ଏକ ଗ୍ରାମରେ ସାପ କାମୁଡାରେ ଜଣେ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରାଜଲକ୍ଷ୍ମୀ ଓ ତାଙ୍କ ପୁଅ ଆଦିତ୍ୟ ।…

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ ବିଚିତ୍ର ବିଶ୍ୱାଳ ଗତ କିଛି ଦିନ ତଳେ ଅର୍ଥନୈତିକ ମାନ୍ଦାବସ୍ଥା ଉପରେ ଫେସବୁକରେ ଗୋଟେ ପୋଷ୍ଟ ବହୁତ ଲୋକଙ୍କର ପସନ୍ଦ ଆସିଥିଲା । କିଏ ଜଣେ ଫେସବୁକରେ ଲେଖିଥିଲେ ଯେ ଚାଷରେ ମାନ୍ଦାବସ୍ଥା ବେଳେ ଚାଷୀ ଯେମିତି ତା ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଂଚ…