Latest Odisha News

BREAKING NEWS

କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହେଲା ବାଣପୁର

ଖୋର୍ଦ୍ଧା: କୋଭିଡ-୧୯ରେ ଦୁଇ ଜଣ ବ୍ୟକ୍ତି ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ଏନଏସି କ୍ଷେତ୍ରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏନଏସି ଅଞ୍ଚଳରେ  ଲୋକଙ୍କ ଚଳପ୍ରଚଳ ଏବଂ ଯାନବାହନ…

ସବୁ ଦୋଷ ଚୀନ୍‌ର; ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କଲେ ଡ଼ୋନାଲ୍ଡ୍ ଟ୍ରମ୍ପ୍

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହିତ ଆମେରିକା ତାହାର ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଥିବା ନେଇ ମାର୍କିନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଘୋଷଣା କରିଛନ୍ତି । ଏପରିକି କରୋନା ଭୂତାଣୁ ସାରା ବିଶ୍ୱରେ ସଂକ୍ରମଣ ହେବାନେଇ ଚୀନକୁ ସମସ୍ତ ଦୋଷ ଦେଇଛନ୍ତି ଆମେରେକୀୟ…

ଆଜିଠୁ କଟକରେ ଜୋମାଟୋରେ ମିଳିବ ମଦ

ଭୁବନେଶ୍ୱର: ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଲୋକେ ଘର ବସି ଜୋମାଟୋରେ ଅନ୍‌ଲାଇନ୍ ଅର୍ଡର କରିବେ । ମନ ପସନ୍ଦର ମଦ ଅର୍ଡର କରିପାରିବେ । ଆଉ ଅର୍ଡର କିଛି ଘଂଟା ମଧ୍ୟରେ ଘରେ ପହଂଚିବ ମଦ । ସିଲିଭର ସିଟିରେ ଜୋମାଟୋରେ ମଦର ହୋମ ଡେଲିଭରି ଆରମ୍ଭ ହୋଇଥିବା ନେଇ ବ୍ୟବସାୟୀକ ସଂଘ…

କୁଲଗାମ୍‌ରେ ସେନା ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର ୱାନପୋରା ଅଞ୍ଚଳରେ ଲୁଚି…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନ’କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ କରୋନା ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟର କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନକରିବାକୁ । “ରାଜ୍ୟର ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ…

ଭୁବନେଶ୍ୱରରେ ପହଞ୍ଚିଲା ଚିକାଗୋରୁ ୧୩୭ ଯାତ୍ରୀଙ୍କୁ ଧରି ଆସୁଥିବା ବିମାନ

ଭୁବନେଶ୍ୱର: ଚିକାଗୋରୁ ପ୍ରାୟ ୧୩୭ ଯାତ୍ରୀଙ୍କୁ ଧରି ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆର ବିମାନ ଶନିବାର ସକାଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ୧୩୭ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ସକାଳ ପ୍ରାୟ ୪ଟା ୩୦ମି. ସମୟରେ ବିମାନବନ୍ଦରରେ ଅବତରଣ କରିଥିଲା। ପରେ ସକାଳ…

କ୍ୱାରେଣ୍ଟାଇନ ଫଣ୍ଡ ପାଇଁ ୬୨ କୋଟି 

ଭୁବନେଶ୍ୱର: ରାଜ୍ୟରେ ସଙ୍ଗରୋଧ ସାରିଥିବା ଲୋକଙ୍କ ପାଇଁ ୬୨ କୋଟି ଟଙ୍କାର କ୍ୱାରେଣ୍ଟାଇନ ଫଣ୍ଡ ପ୍ରଦାନ ନେଇ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର  । ୬୦ କୋଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମଗାଯାଇଥିବା ଚିଠିରେ ଉଲ୍ଲେଖ ରହିଛି  । ଆଉ ୨ କୋଟି ଗୃହ ଏବଂ ନଗର ଉନ୍ନୟନ…

ଭୁବନେଶ୍ୱରରେ ଜୁଆ ଆଡ୍ଡା ଠାବ, ୯ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗୋଟିଏ ହୋଟେଲରେ ଶୁକ୍ରବାର ରାତିରେ ଚଢାଉ କରି ଏକ ଜୁଆ ଆଡ୍ଡା ଠାବ କରାଯାଇଛି । ଏପରିକି ପାଖାପଖି ୯ଜଣଙ୍କୁ ଗିରଫ କରିଛି ପୋଲିସ। ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଆଇଆରସି ଭିଲେଜ ନିକଟ ଭିଆଇପି କଲୋନୀରେ ଥିବା ଏକ ହୋଟେଲରେ ଚଢାଉ…

ପ୍ରଧାନମନ୍ତ୍ରୀ ମୋଦିଙ୍କର ଦ୍ୱିତୀୟ କାର୍ଯ୍ୟକାଳ; ପ୍ରଥମ ବର୍ଷର ଐତିହାସିକ ଉପଲବ୍ଧି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ମେ ୩୦ ତାରିଖରେ ସଂପୂର୍ଣ୍ଣ ହେଉଛି । ଏହି ବର୍ଷଟି କେବଳ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ୬ବର୍ଷ ଶାସନକାଳ ମଧ୍ୟରେ ଅଦ୍ଭୂତପୂର୍ବ ଐତିହାସିକ ଘଟଣାବଳୀର ବର୍ଷ ନୁହେଁ, ଭାରତ ସ୍ୱାଧୀନତା ପାଇବା ଦିନଠାରୁ ଅଦ୍ୟାବଧି ଯେତେ…

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ଦିନ ୧୧ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…