Latest Odisha News

BREAKING NEWS

ଅର୍ଜୁନ ଆୱାର୍ଡ ତାଲିକାରେ ଇଶାନ୍ତଙ୍କ ସମେତ ୨୯ ଖେଳାଳି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି କ୍ରୀଡା ମନ୍ତ୍ରଣାଳୟର ଚୟନ କମିଟି। ୩୧ ବର୍ଷୀୟ ଇଶାନ୍ତ ଶର୍ମା ଭାରତ ପାଇଁ ୯୭ଟି ଟେଷ୍ଟ, ୮୦ ଦିନିକିଆ ଏବଂ ୪୦୦ଟି…

କରୋନା ମୁକାବିଲା: ୩ ଦିନ ଭିତରେ ପ୍ରସ୍ତୁତ ହେବ ନିର୍ବାଚନ ଗାଇଡଲାଇନ୍‌

ନୂଆଦିଲ୍ଲୀ: ପୁରା ଦୁନିଆକୁ କବଳିତ କରିଛି ମହାମାରୀ କରୋନା । କରୋନା ସଂକ୍ରମଣରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ଏହାରି ଭିତରେ ନିର୍ବାଚନ ପାଇଁ ପ୍ରସ୍ତୁତି ନିର୍ଦ୍ଦେଶାବଳୀକୁ ଆଜି ମଂଜୁରୀ ମିଳିଛି । ନୂଆ ଗାଇଡ଼ଲାଇନକୁ ମଞ୍ଜୁରି ଦେଇଛି ଭାରତୀୟ ନିର୍ବାଚନ କମିସନ । ସାମାଜିକ ଦୂରତା…

ସାଂଘାତିକ ବିଶ୍ୱାସ, ବୋହୂ ପାଇଁ ଜିଭ କାଟିଲା ଶାଶୁ !

ରାଂଚି: ଅନ୍ଧବିଶ୍ୱାସରେ ଅନ୍ଧ । ଭକ୍ତି ବଦଳରେ ଭଗବାନଙ୍କୁ ଚଢାଇଥିଲେ ରକ୍ତ । ନିଜ ବୋହୁକୁ ଫେରିପାଇବା ପାଇଁ ଜଣେ ଶାଶୁର ଚକିତକର କାରନାମା ଝାଡଖଣ୍ଡରେ ଚାଂଚଲ୍ୟ ସୃଷ୍ଟି କରିଛି । ରବିବାର ସଂଧ୍ୟାରେ ଷଢେଇକଳା ଖରସୁଆଁ ଜିଲ୍ଲାରେ ଲକ୍ଷ୍ମୀ ନିରଳା ନାମକ ଜଣେ ମହିଳା ନିଜ ଜିଭ…

ଅଟଳ ରାଙ୍କିଙ୍ଗ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ଵର: ସୃଜନ କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ଵୀକୃତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁଟସ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ…

ଭୁବନେଶ୍ୱରରେ ଆଜି କରୋନାର ଡବଲ ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ମାରିଛି ଡବଲ ସେଂଚୁରୀ । ଏକାଥରକେ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱର ମହାନଗର ନିଗମରୁ । ସେଥିରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି ।…

ଆସିଲା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବାହୁବଳୀ ଫେମ୍ ତଥା ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’ର ଆସିଲା ଫଷ୍ଟାଲୁକ୍ । ଏହାକୁ ପ୍ରଭାସ ନିଜେ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଦେଖିଲେ ଲାଗୁଜି ଫିଲ୍ମଟି ଧାର୍ମିକ କଥା ବସ୍ତୁ ଉପରେ ଆଧାରିତ ହୋଇଥାଇପାରେ । ନିର୍ଦ୍ଦେଶକ ଓମ୍…

ଏୟାର ଇଣ୍ଡିଆର ‘ବନ୍ଦେ ଭାରତ ମିଶନ’ ଫ୍ଲାଇଟ୍ ଉପରେ ହଂକଂର ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିଦେଶରେ କାମ କରୁଥିବା ଭାରତୀୟଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆରମ୍ଭ ବନ୍ଦେ ଭାରତ ମିଶନ ଫ୍ଲାଇଟ୍ ଉପରେ ହଂକଂ ପ୍ରତିବନ୍ଧକ ଲଗାଇଛି । ସୂଚନାନୁଯାୟୀ, କରୋନା ଭାଇରସ୍ ସମ୍ପର୍କିତ ମାମଲାକୁ ନେଇ ବନ୍ଦେ ଭାରତ ମିଶନ ଫ୍ଲାଇଟ୍ ଉପରେ ରୋକ ଲଗାଯାଇଛି । ଗତ ଅଗଷ୍ଟ…

ନିଲାମ ହେବ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ । ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ବିଦ୍ୟା ବାଲନ ପିନ୍ଧିଥିଲେ ସମ୍ବଲପୁରୀ ଶାଢ଼ୀ । ଏବେ ଏହା ବ୍ରିକି ହେବାକୁ ଯାଉଛି । ଏହି ଶାଢ଼ୀକୁ ଅନ୍‌ଲାଇନ୍‌ରେ ନିଲାମ କରାଯିବ । ଅଗଷ୍ଟ ୧୫ରୁ ଏହି ଶାଢ଼ୀର ନିଲାମୀର…

କବରରୁ କିଏ ବାହାର କଲା ୨୪୦୦ବର୍ଷ ପୁରୁଣା ମମ୍ମି ?

ରାଜସ୍ଥାନ: ଶେଷରେ ଦଇବ ପ୍ରକୋପରେ ବାହାରକୁ ବାହାରିଲା ଏକ ପୁରାତନ ମମ୍ମି । ହେଲେ କାହିଁକି କେଉଁଠି । କିଛି ଏପରି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିିତ କରୁଥିବ ନିଶ୍ଚୟ । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କେଉଁଠି ନୁହେଁ ବରଂ ରାଜସ୍ଥାନରେ ହିଁ ଏକ ମମ୍ମି ବହୁବର୍ଷର ବ୍ୟବଧାନ ପରେ ବାହାରକୁ…

ବନ୍ୟାରେ ବୁଡିଛି ମାଲକାନଗିିରିର ୯୩୩ ଗାଁ, ଭାଙ୍ଗିଛି ୩୨୧ ଘର

ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ଆସୁଛି ସୁଧାର । ବର୍ଷା କମିଛି, ହେଲେ ଏବେବି ଅନେକ ଅଂଚଳ ପାଣି ଘେରରେ ରହିଛି । ଏନେଇ ଆଜି ଆକାଶ ମାର୍ଗରୁ ବନ୍ୟାଂଚଳର ଅନୁଧ୍ୟାନ କରିଛନ୍ତି ରଜସ୍ୱ ମନ୍ତ୍ରୀ ସୁଧାମ ମାରାଣ୍ଡି ଓ ଏସ୍‌ଆର୍‌ସି । ବନ୍ୟାରେ ମାଲକାନଗରିରି…