ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ସନ୍ତାନ ଜନ୍ମ ଦେଲେ ମହିଳା
ବଲାଙ୍ଗୀର: ଟିଟିଲାଗଡ଼ ରେଳ ଷ୍ଟେସନରେ ରବିବାର ଦିନ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।
ସମ୍ପୃକ୍ତ ମହିଳା ଜଣକ ବଲାଙ୍ଗୀର ବାସିନ୍ଦା ହେମା କାନ୍ତି ବୋଲି ଜଣାପଡିଛି।
ପୂର୍ବତଟ ରେଳବାଇର ସୂଚନା ଅନୁଯାୟୀ, ହେମା ଅନ୍ୟ ଓଡିଆ ପ୍ରବାସୀ…