ସୁଶାନ୍ତ କେସ୍ରେ ପୁନର୍ବାର ବିବାଦୀୟ ବୟାନ ଦେଲେ ଶିବସେନା ନେତା ସଞ୍ଜୟ
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସରେ ଗୁୁରୁବାର ପୁନର୍ବାର ଶିବସେନା ନେତା ସଞ୍ଜୟ ରାଉତ ବିବାଦୀୟ ବୟାନ ଦେଇଛନ୍ତି । ସାମ୍ବାଦିକଙ୍କ ସହ କଥା ହେଲା ବେଳେ ସେ କହିଛନ୍ତି, ମୁମ୍ବାଇ ପୋଲିସ ଯାଂଚ ସମ୍ପୂର୍ଣ୍ଣ ନ କଲା ପର୍ଯ୍ୟନ୍ତ ପରିବାର ଲୋକେ ଶାନ୍ତ ରହନ୍ତୁ । ରାଜନୈତିକ…