ଏମସିଆଇ ପକ୍ଷରୁ ସର୍କୁଲାର ଜାରି : ପିଓକେରେ ମେଡିକାଲ ଡିଗ୍ରୀ ହାସଲକାରୀ ଭାରତରେ ଗ୍ରହଣ ଯୋଗ୍ୟ ହେବେ ନାହିଁ
ନୂଆଦିଲ୍ଲୀ: ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି । ଏହା ଅନୁସାରେ ପାକ୍ ଅଧିକୃତ କଶ୍ମୀର (ପିଓକେ) ଅଂଚଳରେ ଥିବା ମେଡିକାଲ କଲେଜର ଡିଗ୍ରୀ ଭାରତରେ ଗ୍ରହଣ ଯୋଗ୍ୟ ହେବ ନାହିଁ । ପିଓକେ ଏବଂ ଲଦାଖର ପାକିସ୍ତାନ ଅବୈଧ ଅଧିକୃତ ଅଂଚଳ…