Latest Odisha News

BREAKING NEWS

ସର୍ବାଧିକ ୪୫.୫ ଡିଗ୍ରୀରେ ତାତିଲା ଟିଟିଲାଗଡ଼; ୫ଟି ଜିଲ୍ଲା ଲାଗି ସତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ତତଲା ସହର ଭାବେ ପରିଚିତ ଥିବା ଟିଟିଲାଗଡ଼ ଆଜି ମଧ୍ୟ ଲଗାତର ଦ୍ୱିତୀୟ ଦିନ ଲାଗି ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ଟିଟିଲାଗଡ଼ରେ ଶନିବାର ଦିନ ସର୍ବାଧିକ ତାପମାତ୍ରା ରହିଥିଲା ୪୫.୫ ଡିଗ୍ରୀ ସେଲସିୟସ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)…

ଏଭେରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଢେଙ୍କାନାଳ/ଭୁବନେଶ୍ୱର : ରାଜ୍ୟର ପ୍ରଥମ ଏଭେରେଷ୍ଟ ବିଜୟିନୀ ଦୁଃସାହସିକ କ୍ରୀଡ଼ାବିତ୍ କଳ୍ପନା ଦାଶଙ୍କର ଶନିବାର ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଲକ୍‌ଡାଉନ୍ କାରଣରୁ କୌଣସି ବିଶେଷ ଉତ୍ସବ ଅୟୋଜିତ ହୋଇ ନ ଥିବାବେଳଳେ ଢ଼େଙ୍କାନାଳରେ ତାଙ୍କ ପରିବାର ପକ୍ଷରୁ ଶ୍ରାଦ୍ଧ କାର‌୍ୟ୍ୟ…

ଲକ୍‌ଡାଉନ ରେସିପି : ଭୁବନେଶ୍ୱରରୁ ସନମ ସିଂଙ୍କ ଚକୋଲେଟ କାକରା

ଭୁବନେଶ୍ୱର : ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ ।…

ଶ୍ରୀମନ୍ଦିର ‘ଗରାବଡୁ’ ସେବକଙ୍କ ଲାଗି କରୋନା ସଚେତନତା ଶିବିର ଅନୁଷ୍ଠିତ

ପୁରୀ:  ପୁରୀ ନୀଳାଦ୍ରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଅଜୟ କୁମାର ଜେନାଙ୍କ…

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ; ଅସ୍ଥାୟୀ ଶାଳରେ ତିଆରି ହେଲା ଅଗପାତେଳୀ, ଗରଗରା କଣ୍ଟା

ପୁରୀ: ଲକ୍‌ଡାଉନ୍ କଟକଣାକୁ ମାନି ରଥଖଳାରେ ସମସ୍ତ କାରିଗର ସେବକମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥ । ଶନିବାର ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।…

ରବିବାରଠୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି

ଭୁବନେଶ୍ୱର: ଏଣିକି ଘରେ ପହଂଚିବ ମଦ । ରିବାରଠାରୁ ଆରମ୍ଭ ହେବ ହୋମ୍ ଡେଲିଭରି । ଓଡ଼ିଶାରେ ହେବ ମଦର ହୋମ୍ ଡେଲିଭରି। ଏନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ ଡେଲିଭରୀ ଦେବେ । ରିଟେଲର ଚାହିଁଲେ ମଦକୁ ନିଜେ ହୋମ୍…

ଜୁନ ୧୫ରୁ ସିକିମରେ ଖୋଲିବ ସ୍କୁଲ, କଲେଜ; ସରକାରଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା

ଗ୍ୟାଙ୍ଗ୍‌ଟକ: ଆସନ୍ତା ଜୁନ ୧୫ ତାରିଖରୁ ୯ମ ଶ୍ରେଣୀ ଏବଂ ତଦୂର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶୈକ୍ଷିକ ଅନୁଷ୍ଠାନ ମାନ ଖୋଲିବା ନିମନ୍ତେ ସିକିମ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଦେଶର କେବଳ କରୋନା ମୁକ୍ତ ରାଜ୍ୟ ରୁପେ, ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ସୁରକ୍ଷା କୁ…

ଓଡ଼ିଶାକୁ ମିଳିଲା ୫୦୦ କୋଟି ଟଙ୍କାର ‘ଅମ୍ଫାନ୍’ ସହାୟତା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସରକାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ‘ଅମ୍ଫାନ୍’ ପ୍ରଭାବିତ ବାତ୍ୟାଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ । ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା କରିବା ସହିତ ଓଡ଼ିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଆଜି…

ପାକିସ୍ତାନ ପଙ୍ଗପାଳ ଚିନ୍ତାରେ ଭାରତ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି । ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଦଳ ଦିଲ୍ଲୀ ଆଡକୁ ଯାଉଥିବାବେଳେ ରାସ୍ତାରେ ଆସୁଥିବା ଫସଲ ଖାଇ ନଷ୍ଟ କରିବାରେ ଲାଗିଛନ୍ତି । ରାଜସ୍ଥାନରେ ପ୍ରବେଶ କରିଥିବା ପଙ୍ଗପାଳ ବର୍ତ୍ତମାନ ଦେଶର ଅନ୍ୟାନ୍ୟ ସ୍ଥାନକୁ ମାଡି…

ମରିନାହିଁ ମାନବିକତା, ଦୁର୍ଘଟଣାରେ ଗୁରୁତର ପୋଲିସ ଅଧିକାରୀଙ୍କ ଜୀବନ ବଞ୍ଚାଇଲେ ଯୁବକ

ଭୁବନେଶ୍ୱର :ଶନିବାର, ସମୟ ଦିନ ୧୦ଟା ୩୦ ।  ପଳାଶୁଣୀ ଓଭରବ୍ରିଜ ଉପରେ ଗାଡି ରଖି ଠିଆ ହୋଇଥାନ୍ତି ଅଙ୍କିତ ମହନ୍ତି ଓ ତାଙ୍କ ବନ୍ଧୁ । ହଠାତ୍ ଜୋରରେ ଏକ ଶଦ୍ଦ ଶୁଣି ଦେଖିଲା ବେଳକୁ ରାସ୍ତାରେ ଜଣେ ପୋଲିସ ଅଧିକାରୀ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ଏକ ଅଜଣା କାର ତାଙ୍କୁ ପଛରୁ ଧକ୍କା ଦେଇ…