Latest Odisha News

BREAKING NEWS

ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ କରିବ !

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହି ଅବସରରେ ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ମୁତାବକ ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି । ୧୯୯୨ରେ ଆମେରିକା ଶେଷ ଥର…

ଜାପାନର ନାଓମି ଓସାକା ହେଲେ ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ: ଜାପାର ନାଓମି ଓସାକା ବିଶ୍ୱର ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଆମେରିକାର ସେରେନା ୱିଲିୟମ୍ସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେରେନା କ୍ରମାଗତ ୪ ବର୍ଷ ଧରି ଶୀର୍ଷ ସ୍ଥାନରେ ରହି ଆସୁଥିଲେ । ୨୨ ବର୍ଷୀୟା ଓସକା ପୁରସ୍କାର ରାଶି ଓ…

ଜୁନ ୬କୁ ବୃଦ୍ଧି ପାଇଲା ସିୟୁସିଇଟି ୨୦୨୦ ଆବେଦନର ଶେଷ ତାରିଖ ଅବଧି

ନୂଆଦିଲ୍ଲୀ: ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତଥା ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ହେବାକୁ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) ଆବେଦନର ଶେଷ ତାରିଖକୁ ଜୁନ ୬ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଅଛି । ପୂର୍ବରୁ ଆସନ୍ତା ଜୁନ୍ ମାସ ୬ ଓ ୭ରେ…

ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଲା ଭଲ ଖବର । ସୁସ୍ଥ ହେଲେ ଆଉ ୬୨ କରୋନା ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । Another 62 #Covid19 patients have recovered and are being discharged. 41 are from Ganjam, 15…

ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରୁ ୨୫୧ ଜଣ ଫେରିଲେ ଘରକୁ

ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ୨୫୧ ଜଣ  ବ୍ୟକ୍ତି ଘରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ  ମଇ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ନିଜ ଘରେ ଛଡ଼ା ଯାଇଥିବା ବେଳେ ଦୁଇ ସପ୍ତାହ ନିଜ ଘରେ ସଙ୍ଗରୋଧରେ ରହିବାବୁ ପରାମର୍ଶ…

ଭାରତୀୟ ରେଳବାଇକୁ ଓଡ଼ିଶା ସରକାର ଦେବେ ୫.୫ କୋଟି ଟଙ୍କା

ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଓଡ଼ିଆ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ରେଳ ମାଧ୍ୟମରେ ଆସିବାରେ ଲାଗିଛନ୍ତି । ଏହି ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର, ଏହି ଖର୍ଚ୍ଚ ବାବଦକୁ ଓଡ଼ିଶା ସରକାର ଭାରତୀୟ ରେଳବାଇକୁ ୫.୫ କୋଟି ଟଙ୍କା ମଞ୍ଜୁର କରିବା ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ…

ବିବାହ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହ କରିବାକୁ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ । ନିମ୍ନ ଅଦାଲତଙ୍କ ଦ୍ବାରା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରି ହାଇକୋର୍ଟ ଏ ଭଳି ରାୟ ଦେଇଛନ୍ତି। ୨୦୧୯, ନଭେମ୍ବର ୨୭ ତାରିଖ…

ନୂଆ ଗାଇଡଲାଇନ: କରୋନା ଯୋଦ୍ଧା ଖାଇବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍

ନୂଆଦିଲ୍ଲୀ: ମହାମାରୀ କରୋନାର ରାମବାଣ ସାଜିଥିବା ହାଇଡ୍ରୋକ୍ସିକ୍ଲୋରକୁଇନ୍‌କୁ ନେଇ ଜାରି ହୋଇଛି ନୂଆ ଗାଇଡଲାଇନ୍ । ଭାରତୀୟ ଆର‌୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛି । ଏହି ଔଷଧ ସେବନ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ହ୍ରାସ ପାଇଥାଏ ବୋଲି ଗବେଷଣାରୁ…

ସ୍ନାନଯାତ୍ରା ପୂର୍ବରୁ ହେବ ସେବାୟତଙ୍କ କରୋନା ଟେଷ୍ଟ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ପୂର୍ବରୁ ହେବ ସବୁ ସେବାୟତଙ୍କ କରୋନା ଟେଷ୍ଟ । ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ଥିବା ସମସ୍ତ ଗରାବଡୁ ସେବାୟତଙ୍କ କୋଭିଡ ପରୀକ୍ଷା କରାଯିବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟକଙ୍କ କରୋନା ପରୀକ୍ଷା କରାଯିବ। ଶ୍ରୀଜିଉଙ୍କ ସେବାରେ…

ଥାନା ଭିତରେ ଯୁବକଙ୍କୁ ମାଡ଼ ଘଟଣା: ନିଲମ୍ବିତ ହେଲେ ମହିଳା ପୋଲିସ ଅଧିକାରୀ

କଟକ: ଥାନା ଭିତରେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଶନିବାର ଦିନ ପୋଲିସ ମହାନିଦେ୍ର୍ଧଶକ (ଡିଜିପି) ଅଭୟ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଏହି ମହିଳା ଆଇଆଇସି ଜଣକଙ୍କ ଏପରି କାର୍ଯ୍ୟ ଯୋଗୁଁ ତାଙ୍କୁ ଚାକିରିରୁ ନିଲମ୍ବନ…