ଶୀଘ୍ର ଘରୁ ହଟାନ୍ତୁ ଏହିସବୁ ଜିନିଷ, ଫେରିବ ସୁଖଶାନ୍ତି !
ଭୁବନେଶ୍ୱର: କଣ ଆପଣଙ୍କ ପରିବାରରେ ସବୁ ସମୟରେ ଅଶାନ୍ତି, ଅଭାବ ଓ ଅସୁସ୍ଥତା ଆଦି ଲାଗି ରହୁଛି କି । ଯଥାଶୀଘ୍ର ଏହିସବୁ ଜିନିଷ ଆପଣଙ୍କ ଘରୁ ବାହାର କରନ୍ତୁ ।
ଆପଣଙ୍କ ହସଖୁସିରେ ଚାଲିଥିବା ସଂସାର ଯଦି ହଠାତ୍ ଅସୁବିଧାର ସମ୍ମୁଖିନ ହୁଏ ତେବେ ଆପଣ ଜାଣିବେ ଯେ ଆପଣଙ୍କ ଘରର ବାତାବରଣରେ…