ଆସନ୍ତାକାଲି ପୁରୀରେ ସ୍ଥିତି ସମୀକ୍ଷା କରିବେ ଆମିକସକ୍ୟୁରୀ ଓ ସିଲିସିଟର ଜେନେରାଲ
ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଏବଂ ସିଲିସିଟର ଜେନେରାଲ ଶୁକ୍ରବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ ।
ଏହାବ୍ୟତିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ କାକୁଡିଖାଇ ମନ୍ଦିରର ନିକଟସ୍ଥ…