Latest Odisha News

BREAKING NEWS

ବିଶ୍ୱର ଏହି ଦେଶ ଗୁଡିକରେ ଏଯାଏଁ ପଡିନାହିଁ କରୋନା ପାଦ !

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱରେ ହାହାକାର । ସବୁଠି କରୋନା ବିସ୍ତାର କରି ଚାଲିଛି ନିଜର କାୟା । ତେବେ ଆପଣ ଜାଣିଲେ ଟିକିଏ ଆଶ୍ଚର୍ଯ୍ୟ ହେବେ ଏପରି କିଛି ଦେଶ ଅଛି ଯେଉଁଠି ଏପର୍ଯ୍ୟନ୍ତ କରୋନାଭାଇରସରେ ପାଦ ପଡି ନାହିଁ । ଏହି ଭୂତାଣୁ ୧୮୫ ଦେଶ ନିଜ କବଳକୁ ଆଣି…

ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡରୁ ଆସୁଥିବା ବସ କଟକ ନିକଟରେ ଦୁର୍ଘଟଣାଗ୍ରସ୍ତ

କଟକ: ତାମିଲନାଡୁରୁ ଭଦ୍ରକ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ବସ୍ କଟକ ଟାଙ୍ଗୀ ନିକଟରେ ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା…

ପୃଥକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପ୍ରବାସୀ ଓଡ଼ିଆ ଓ ଟ୍ରକ ଡ୍ରାଇଭର

ବାଲେଶ୍ଵର: କଲିକତାରୁ ପ୍ରବସୀଙ୍କୁ ନେଇ ଓଡିଶା ଆସୁଥିବା ଏକ ବସ ମଙ୍ଗଳବାର ଦିନ ବାଲେଶ୍ଵର ଠାରେ ଦୁର୍ଘଟଣାଗସ୍ତ ହୋଇଛି । ପ୍ରବସୀଙ୍କୁ ନେଇ ଆସୁଥିବା ଏହି ବସ୍ ଟି ଏକ ଟ୍ରକ ସହ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସ୍ ଟି ଭାଙ୍ଗିରୁଜି ଯାଇଥିବା ବେଳେ ଏଥିରେ ଟ୍ରକର ଡ୍ରାଇଭରଙ୍କର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୯-୦୫-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ମାସ   ତା ୧୯ ରିଖ ମଙ୍ଗଳବାର ବୃଷ ୬ ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଦ୍ବାଦଶୀ ତିଥି  ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର   ଘାତ ବାର :-ମକର ରାଶିର ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ ତୁଳା ରାଶି…

‘ଅମ୍ଫାନ’ ଘୂର୍ଣ୍ଣିବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ’କୁ ସାମନା କରିବା ଲାଗି ନିଆଯିବାକୁ ଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ: ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି…

ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି ହେବା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ସାମୁଦ୍ରିକ ଝଡ଼ ଅମ୍ଫାନ ଆଜି ମଧ୍ୟାହ୍ନରେ ମହାବାତ୍ୟାର ରୂପ ନେଇସାରିଛି । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ସମୁଦ୍ର ଭିତରେ ଏବେ ପବନର ବେଗ ଘଣ୍ଟା ପ୍ରତି ୨୨୦ରୁ ୨୩୦ ରହୁଛି । ଏହା ଦିଘା ଓ ବାଂଲାଦେଶର…

ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୪୨ଟି ତୁମ୍ବ ବିନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ରଥଖଳାରେ ସମସ୍ତ କାରିଗର ସେବକମାନଙ୍କ ଦ୍ୱାରା ଆଜି ସୁଦ୍ଧା…

ବାତ୍ୟା ଅମ୍ଫାନ: ସମ୍ଭାବ୍ୟ ବାତ୍ୟାକୁ ନେଇ ମୟୂରଭଞ୍ଜ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବାରିପଦା: ଆଉ କିଛି ଘଣ୍ଟା ପରେ ଓଡ଼ିଶା ପୁଣି ଏକ ବାତ୍ୟାର ସାମ୍ନା କରିବାକୁ ଯାଉଛି । ବଙ୍ଗୋପସାଗରରେ ସୃୃଷ୍ଟ ‘ଅମ୍ଫାନ’ ବାତ୍ୟା ମାଡ଼ି ଆସୁଛି । ଏହି ମହାବାତ୍ୟାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳିବ । ଏହି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା…

ଆଜି ରାତିରେ ଏହି ୬ଟି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡ଼ିଶାର ୬ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଏବଂ ଦେଓଗଡ଼…

ସୁନ୍ଦରବନରେ ମାଡ ହେବ ମହାବାତ୍ୟା ‘ଅମ୍ଫାନ’, ରଚିବ ତାଣ୍ଡବ

ଭୁବନେଶ୍ୱର: ଆସୁଛି ଅନେଶତ ଫର୍ମାଟର ମହାବାତ୍ୟା ‘ଅମ୍ଫାନ’ । ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ । ଭାରତୀୟ ପାଣିପାଗ ବିଭାଗ ମହାବାତ୍ୟା ଅମ୍ଫାନକୁ ନେଇ ଅପଡେଟ ନେଇ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ଫାନ। ଦୀଘା-ହାତିଆ ମଝିରେ ସୁନ୍ଦରବନ…