ତୃତୀୟ ଭାରତୀୟ ବୋଲର୍ ଭାବେ ବୁମରାଙ୍କ ଟେଷ୍ଟ ହ୍ୟାଟ୍ରିକ୍ ହାସଲ
ଜାମାଇକା: ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିିକ୍ ୱିକେଟ ହାସଲ କରିବାରେ ଯଶପ୍ରୀତ ବୁମରା ତୃତୀୟ ଭାରତୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି । ଜାମାଇକାଠାରେ ଅନୁଷ୍ଠିତ ହେଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚରେ ଶନିବାର ଦିନ ବୁମରା କେବଳ ଯେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି…