Latest Odisha News

BREAKING NEWS

ଡ. ଶିତିକଣ୍ଠ ମିଶ୍ର ଆଇଆଇଟିଟିଏମ୍ ପରିଚାଳନା କମିଟି ସଦସ୍ୟ ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ…

ଅଣାୟତ୍ତ କରୋନା: ସଂକ୍ରମଣରେ ଚୀନକୁ ଟପିଲା ଭାରତ

ନୂଆଦିଲ୍ଲୀ: ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଟପିଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ଲାଗତାର ବଢ଼ିବାରେ ଲାଗିଛି । ଭାରତରେ ଲଗାତାର ବଢୁଥିବା ଏହି ସଂଖ୍ୟା ପାଲଟିଛି ଚିନ୍ତାର କାରଣ । କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନକୁ ମଧ୍ୟ ଭାରତ ସଂକ୍ରମଣରେ…

ଓଡ଼ିଶାର ୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଅପରାହ୍ନ ୫ଟା ୩୦ମି  ଯାଏଁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି– କେନ୍ଦୁଝର, ମୟୂରଭଞ୍ଜ,…

କରୋନା ଠାରୁ ବଳିଗଲାଣି ଦାଦନ ସମସ୍ୟା: ବିଜୟ ମହାପାତ୍ର

ଭୁବନେଶ୍ୱର: ମହାମାରୀ କରୋନା ସ୍ଥିତିରୁ ବଳିଗଲାଣି ଦାଦନ ସମସ୍ୟା । କୋରନା ପାଇଁ ସବୁ ପ୍ରସ୍ତୁତି ହୋଇଛି କିନ୍ତୁ ଦାଦନଙ୍କ ପାଇଁ କିଛି ନାହିଁ। ସରକାର ସବୁ ଜାଣିଛନ୍ତି ହେଲେ କିଛି ଉଦ୍ୟମ କରୁନଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ ମହାପାତ୍ର…

ଓଡ଼ିଶାରେ ରହିବ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ୧୨ ଜିିଲ୍ଲାକୁ ସତର୍କଘଂଟି: ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଥିବା ସମ୍ଭାବ୍ୟ ବାତ୍ୟା ଓଡିଶା ଉପରେ ପ୍ରଭାବ ପକାଇବ । ଏଥିପାଇଁ ରାଜ୍ୟର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି, ଆକଳନ ଅନୁସାରେ ୨୦ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ତେବେ ୧୮, ୧୯…

ଲକଡାଉନ ୩.୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦% ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଶନିବାର ଦିନ ୬୫ଟି ନୂଆ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ଏହା ପ୍ରାୟ ୩୫୦% ବୃଦ୍ଧି ଘଟିଛି। ମେ ୩ ତାରିଖ ତଥା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ ରହିଥିବା ବେଳେ ମେ…

ଖାଦ୍ୟର ଅଭାବ ନେଇ ଭଦ୍ରକରେ ପ୍ରବାସୀଙ୍କ ବିରୋଧ

ଭଦ୍ରକ: ଖାଦ୍ୟାଭାବ ଏବଂ ରହଣୀ ସୁବିଧା ନଥିବା ଅଭିଯୋଗ କରି ପ୍ରାୟ ୧ ହଜାରରୁ ଅଧିକ ଓଡିଆ ପ୍ରବାସୀ ଶ୍ରମିକ ଭଦ୍ରକ ଜିଲ୍ଲାର ନାଲଙ୍ଗା ନିକଟରେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହି ପ୍ରବାସୀ ମାନେ ଶୁକ୍ରବାର ଦିନ ତାମିଲନାଡୁରୁ ଭଦ୍ରକ ଫେରିଥିବା ସୂତ୍ରରୁ ପ୍ରକାଶ।…

ଲକଡାଉନରେ ଓଡିଶାର ଏମଏସଏମଇ ମହିଳା ଉଦ୍ୟୋଗୀଙ୍କ ସମସ୍ୟା ନେଇ ୱେବିନାର

ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ମହିଳା ଉଦ୍ୟୋଗୀ ମାନେ କରୋନା ମହମାରୀ ଯୋଗୁଁ ହୋଇଥିବା ତାଲାବନ୍ଦ ସମୟରେ ଅନେକ ପ୍ରଭାବିତ ହେଉଛନ୍ତି । ଏନେଇ ଷ୍ଟାର୍ଟ ଅପ୍ ଓଡିଶା ଏବଂ ଲେକ୍ସଷ୍ଟାର୍ଟ ପାର୍ଟନର୍ସ ସହଭାଗିତାରେ FICCI FLO ଭୁବନେଶ୍ୱର ଅଧ୍ୟାୟର ମହିଳା ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା…

ଭାରତୀୟ ସେନାର ଘୋଡାସବାର ବାହିନୀ ଖୁବ୍ ଶୀଘ୍ର ଇତିହାସ ପାଲଟିବ

ନୂଆଦିଲ୍ଲୀ:ଭାରତୀୟ ଘୋଡାସବାର ବାହିନୀ ସେନାରୁ ଖୁବ୍ ଶୀଘ୍ର ବିଦାୟ ନେବାକୁ ଯାଉଛି । ଏହା ବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ । ୧୯୫୩ରୁ ସେନାରେ ୬୧ ଘୋଡାସବାର ବାହିନୀ କାର୍ଯ୍ୟ କରୁଛି । ୨୫ ବର୍ଷ ମଧ୍ୟରେ କୌଣସି ଅପରେଶନରେ ଅଂଶଗ୍ରହଣ କରି ନାହିଁ । ଲ୍ୟୁଟନାଂଟ ଜେନେରାଲ ଡିବି ଶେକଟକର…

ବୋଉ – ଏକ ଦେବୀଟିଏ

ବୋଉ – ଏକ ଦେବୀଟିଏ ସୁଶିର କୁମାର ସ୍ୱାଇଁ ଧ୍ୟାନମଗ୍ନ ଋଷି ପରି ବୋଉ ମୋର ସବୁଦିନେ ଆମପାଇଁ ଅତ୍ୟନ୍ତ ଗମ୍ଭୀର ସତେ ଅବଅବା ଜାନୁଆରୀ ସକାଳର ମେଞ୍ଚାଏ କାକର । ବୋଉ ଗୋଟେ ଖରାବେଳ ନିଛାଟିଆ ରାସ୍ତା ପିଉଥାଏ ଧୂ ଧୂ ଖରାର ଜହର ତା ଛାତିରେ ଆଙ୍କିଅଛି କେତେ ମୁହିଁ ପଦରେଖା ଚିତ୍ର ।…