Latest Odisha News

BREAKING NEWS

ବାତ୍ୟା ଅମ୍ଫାନ: ଗଭୀର ଅବପାତରେ ପରିଣତ ହେଲା, ସାମୁଦ୍ରିକ ଝଡ଼ର ରୂପ ନେବ

ଭୁବନେଶ୍ୱର: ବାତ୍ୟା ଅମ୍ଫାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ  ଅଂଚଳ ରେ ଥିବା ଅବପାତ ଗଭୀର-ଅବପାତ ର ରୂପ ନେଇସାରିଛି | ଅଧିକ ପଢନ୍ତୁ - ଅମ୍ଫାନ ମୁକାବିଲା: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା ଯାଜପୁର ଜିଲ୍ଲା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ । ଏହାସହ ସୁସ୍ଥଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦିନକୁ ଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ପୁଣି ୩୦ ଆକ୍ରାନ୍ତ ସୁସ୍ଥ ହେବା ଖବର…

କାଠମାଣ୍ଡୁରୁ ଦେଖାଗଲା ମାଉଂଟ ଏଭେରେଷ୍ଟ

କାଠମାଣ୍ଡୁ: କରୋନା ଭାଇରସ ଅନେକ କିଛି ଆମକୁ ଶିକ୍ଷା ଦେଉଛି । ଆମେ କିପରି ପରିବେଶକୁ ନଷ୍ଟ କରୁଛେ ତାହା ପ୍ରମାଣିତ କରାଇଛି । ବର୍ତମାନ କରୋନା ଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି । କଳକାରଖାନା ବନ୍ଦ, ଗାଡିମଟର ଚଳାଚଳ ବନ୍ଦ । ଏଥିଯୋଗୁ କେଉଁଠାରେ ବାୟୁମଣ୍ଡଳ ପରିସ୍କାର ହେଲାଣି ତ…

ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ଲକ୍ଷ ୩୩ହଜାର ୨୪୫ ପ୍ରବାସୀ ଫେରିଲେଣି

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୧,୩୩,୨୪୫ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗଂଜାମ ଜିଲ୍ଲାକୁ ସର୍ବାଧିକ ୫୫,୫୬୭ ପ୍ରବାସୀ ଫେରିଛନ୍ତି । ଏହାକୁ ଦେଖି…

ଜୁନ ୨୫ରେ ଫିଫା ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ

ଜୁରିକ୍‌: ଆସନ୍ତା ମାସ ୨୫ରେ ଅନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ । ଏଥର ବିଶ୍ୱକପ ଆୟୋଜନ କରିବା ଦୌଡରେ ବ୍ରାଜିଲ, ଜାପାନ, କଲମ୍ବିଆ, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଦେଶ ରହିଛନ୍ତି । ଫିଫା କାଉନସିଲର ୩୭ ସଦସ୍ୟ ମତଦାନ ମାଧ୍ୟମରେ ଅୟୋଜକ ବାଛିବେ ।…

ଭାରତକୁ ଭେଂଟିଲେଟର ଦେବ ଆମେରିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଏବେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାରି ଭିତରେ ଭାରତକୁ ସହଯୋଗର ହାତ ବଢ଼ାଇଛି ଆମେରିକା । ଆକ୍ରାନ୍ତଙ୍କ ଚିକିତ୍ସାଲାଗି ଭାରତକୁ ଭେଂଟିଲେଟର ଯୋଗାଇଦେବାକୁ ଆମେରିକା ନିଷ୍ପତ୍ତି ନେଇଛି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ…

ଲକଡାଉନ: ସୋମବାରଠୁ ରାଜଧାନୀରେ ଗଡିବ ‘ମୋ ସାଇକେଲ’

ଭୁବନେଶ୍ୱର: ସୋମବାରଠୁ ପୁଣି ଥରେ ରାଜଧାନୀରେ ଗଡିବ ‘ମୋ ସାଇକେଲ’ । ଲକଡାଉନ୍ ମଧ୍ୟରେ ରାଜଧାନୀରେ ଏହି ସେବା ଆରମ୍ଭ ହେବ । ତାଲାବନ୍ଦ ଯୋଗୁଁ କ୍ରୁଟ ପକ୍ଷରୁ ସ୍ମାର୍ଟ ସିଟିରେ ଚାଲିଥିବା ଏହି ସେବା ଦୁଇ ମାସ ହେବ ବାଧାପ୍ରାପ୍ତ ହୋଇଛି । ତେବେ ସରକାରୀ ଅନୁମତି ପରେ ଏହି ସେବା ପୁଣିଥରେ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ପଶ୍ଚିମବଙ୍ଗରେ ୧୮୫ ନର୍ସ ଇସ୍ତଫା ଦେଲେ, କାରଣ ଅସ୍ପଷ୍ଟ

କଲିକତା: ପଶ୍ଚିମବଙ୍ଗ ସରକାରକୁ ଶନିବାର କରୋନା ଲଢ଼େଇରେ ଶକ୍ତ ଧକ୍କା ଲାଗିଛି । ଅନ୍ୟ ରାଜ୍ୟରୁ ଚାକିରୀ କରୁଥିବା ୧୮୫ ନର୍ସ ଇସ୍ତଫା ପ୍ରଦାନ କରିଛନ୍ତି । ଅଧିକାଂଶ ନର୍ସ ମଣିପୁରର ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ପୂର୍ବାଂଚଳର ଆଉ କେତେକ ରାଜ୍ୟରୁ ମଧ୍ୟ ନର୍ସମାନେ ଇସ୍ତଫା ଦେବା କଥା…

ନିଲାମ ହେବ ଦେଶର ୬ଟି ବିମାନବନ୍ଦର

ନୂଆଦିଲ୍ଲୀ: ଭାରତର ଏୟାରସ୍ପେଶର ବୃଦ୍ଧି କରିବା ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ସେ କହିଛନ୍ତି , ଦେଶର ୬ଟି ବିମାନବନ୍ଦରକୁ ନିଲାମ କରାଯିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସାହାଯ୍ୟରେ ଏହି କାମକୁ ଦୁଇ ମାସ ମଧ୍ୟରେ ଶେଷ କରାଯିବ। ଏୟାରସ୍ପେଶର…