Latest Odisha News

BREAKING NEWS

‘କେବିସି ହଟ୍ ସିଟ’ରେ ଓଡିଶାର ଆଇପିଏସ୍ ଅଧିକାରୀ !

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍ ଶୋ’ ‘କୋନ ବନେଗା କରୋଡପତି’ (କେବିସି)ର ସିଜନ୍-୧୧ରେ ନଜର ଆଜି ଆସିବାକୁ ଯାଉଛନ୍ତି ଓଡିଶାର ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ । ଶ୍ରୀ ପ୍ରଧାନ ବର୍ତ୍ତମାନ ଏନଡିଆରଏଫର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଏହି ଏପିସୋଡ୍ ଶୁକ୍ରବାର…

ଟ୍ୱିଟରରେ ‘କାଶ୍ମୀର ଆୱାର’କୁ ନେଇ ଝଡ଼, ଆଫ୍ରିଦିଙ୍କୁ ବର୍ଷିଲେ ଗମ୍ଭୀର !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ରକ୍ତମୁଖା ହୋଇପଡ଼ିଛି । ଏବେ ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ କାଶ୍ମୀର ଉପତ୍ୟକା । କାଶ୍ମୀରକୁ ନେଇ ପାକିସ୍ତାନରେ ସବୁବେଳେ ରାଜନୈତିକ ଉତଥାନ ପତନ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । ଜମ୍ମୁ ଓ କାଶ୍ମୀରରେ ଏବେ…

ଭୋପାଲୀ ମଟନ

ଘରେ ପ୍ରସ୍ତୁତ କରନ୍ତୁ ଭୋପାଲୀ ମଟନ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ ମଟନ – ୫୦୦ ଗ୍ରାମ ତେଲ – ଆବଶ୍ୟକ ପରିମାଣରେ କଟା ପିଆଜ – ୩ଟି ତେଜପତ୍ର – ୩ଟି ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ ଲୁଣ – ଆବଶ୍ୟକ…

ବୁଲି ଯାଆନ୍ତୁ ଲଦାଖର ଅଲ୍‌ଛି ଗାଁ

ଜାମ୍ମୁ-କାଶ୍ମୀରକୁ ଭାରତର ସ୍ୱର୍ଗ ବୋଲି କୁହାଯାଏ । ଏଠାକାର ପାଣି, ପବନ, ପରିବେଶ, ସୌନ୍ଦର୍ଯ୍ୟ କୁ ଦେଖିଲେ ଲାଗେ ଏସବୁ ଯେମିତି ଭଗବାନ ନିଜେ ଶିଳ୍ପୀ ପଠାଇ ଗଢିଛନ୍ତି । ମନମୁଗ୍ଧକର ପାରିବେଶ ସାଙ୍ଗକୁ ସୁସ୍ଥ ଜଳବାୟୁ ଏ ସ୍ଥାନର ଶୋଭାକୁ ଦୁଇଗୁଣିତ କରିଥାଏ । ପ୍ରାକୃତିକ ସୁନ୍ଦରତରେ…

ପୁରୀ ଏମାର ମଠ ଛାଡିବାକୁ ମହନ୍ତ ନାରାଜ !

ପୁରୀ: ପୁରୀ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ୨ୟ ଦିନ ମଧ୍ୟ ଆରମ୍ଭ ହୋଇଥିବାବେଳେ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ଆସ୍ଥାନ ଛାଡୁ ନାହାନ୍ତି । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ମଠ ଉଚ୍ଛେଦ ନେଇ ଗୁରୁବାର ଦିନ ତାଙ୍କ ସହ ଆଲୋଚନା କରିଥିବାବେଳେ ଆଜି…

ଏବେ ଯୁଦ୍ଧମୁହାଁ ହେଉଛି ପାକିସ୍ତାନ, ଜଳପଥରେ ଆକ୍ରମଣ କରିବାକୁ ମସୁଧା !

ନୂଆଦିଲ୍ଲୀ: କାଶ୍ମୀର କେବେବି ପାକିସ୍ତାନର ନ’ଥିଲା ଏବଂ ଏହା ଉପରେ ପାକିସ୍ତାନର ମଧ୍ୟ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁ ଓ କାଶ୍ମୀରରୁ ଧ।।ରା ୩୭୦ ଉଚ୍ଛେଦ ହେବା ପରେ ଏବେ କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ସେଠାରେ…

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ କଙ୍କଣ ................... ମେଘ ମେଘ ପଲକ ଯେବେ ଦୂରଦୂର ପର୍ଯ୍ୟନ୍ତ ଭାସେ । ଝଡ଼ରେ ନୁହେଁ, କ୍ଷତରେ ବି ନୁହେଁ, ପାହାଡ଼ ବାହୁରେ ତା'ର କଜ୍ଜଳ ଲିଭେ; ଆଖି ତ ବାସ୍ କାହା ପ୍ରେମରେ ହିଁ ଭିଜେ ! ମଶାଲ ....................…

ଏୟାର ଇଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ସରକାର ଇଚ୍ଛୁକ ଥିବା ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ…

ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା

ପେଟର ଭୋକ ଓ ରୂପର ଭେକ, ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା କେଦାର ମିଶ୍ର ବି. ବର୍ମା ଓରଫ ବିମ୍ବାଧର ଜେନା, ଏ ନାଁ ଟି ବିଷୟରେ ଆମର କିଛି ଧାରଣା ଅଛି କି? ଓଡିଶାର ନୂଆ ପ୍ରଜନ୍ମ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ବିଷୟରେ କିଛି ଜାଣନ୍ତି କି? ଏ ପ୍ରଶ୍ନର ସିଧାସଳଖ ଉତ୍ତର…

ଓଡିଶା ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ଓଡିଶାର ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ…