କରୋନା ମୁକାବିଲା: ୩ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ
ଭୁବନେଶ୍ୱର: ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ, ଗଜପତି ଓ ରାଜ୍ୟଗଡ ଜିଲ୍ଲା ଗସ୍ତରେ ଯାଇଛନ୍ତି ।
ଗଞ୍ଜାମ ଜିଲ୍ଲାର ଶେରଗଡା, ହିଞ୍ଜିଳି, କବି ସୁର୍ଯ୍ୟ ନଗର, ଆସ୍କା, ପୋଲସରା, ବରହମପୁର ଆଦି ଅଞ୍ଚଳର କୋଭିଡ…