ଅଗଷ୍ଟ ୧୦ ଯାଏଁ ଓଡିଶାର ଏହି ଜିଲ୍ଲାରେ ସଟଡାଉନ୍
ନବରଙ୍ଗପୁର: ନବରଙ୍ଗପୁରରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ୍ ପକ୍ଷରୁ ଅଗଷ୍ଟ ୮ରୁ ୧୦ ତାରିଖ ଯାଏଁ ଜିଲ୍ଲାରେ ସଟଡାଉନ୍ ଘୋଷଣା କରାଯାଇଛି ।
ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି ଯେ ଏହି ସଟଡାଉନ୍ ଅଗଷ୍ଟ ୮ ତାରିଖ…