ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ
ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ
ବିଚିତ୍ର ବିଶ୍ୱାଳ
ଗୋଟିଏ ସମୟ ଥିଲା ଦେଶପ୍ରେମ ସବୁଠାରୁ ଅଧିକ ମୂଲ୍ୟ ମାଗୁଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାକୁ ତ୍ୟାଗ କରିବାଠାରୁ ଆରମ୍ଭ କରି ପାଠପଢ଼ା ଛାଡ଼ିବା, ଚାକିରି ପରିତ୍ୟାଗ କରିବା ଓ ଏପରିକି ଜୀବନ ବି ଦେବାକୁ ପଡ଼ୁଥିଲା ଦେଶପ୍ରେମ…