କରୋନା ମ୍ୟାପରେ ଯୋଡ଼ି ହେଲା ଅନୁଗୁଳ ଜିଲ୍ଲା; ଗୋଟିଏ ଦିନରେ ୧୩ ପଜିଟିଭ ଚିହ୍ନଟ
ଅନୁଗୁଳ: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୦ ଟି ଜିଲ୍ଲାକୁ ବ୍ୟାପି ସାରିଛି ଏହି ମହାମାରୀ ।
ରବିବାର ଦିନ ରାଜ୍ୟରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ଅନୁଗୁଳରୁ ଚିହ୍ନଟ ହୋଇଛନ୍ତି ।…