ସାମାଜିକ ଦୂରତ୍ବ ନିୟମ ଉଲଘଂନ; ବ୍ରହ୍ମପୁରରେ ଆମ୍ବ ମାର୍କେଟ ବନ୍ଦ
ବ୍ରହ୍ମପୁର: ସାମାଜିକ ଦୂରତା ନିୟମାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଠାରୁ ସହରର ଆନ୍ଧାପାସାଟା ରୋଡରେ ଆମ୍ବ ବଜାର ବନ୍ଦ କରିବାକୁ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
"ବାରମ୍ବାର ନିର୍ଦ୍ଦେଶ ସତ୍ବେ ବଜାରରେ ଦୋକାନୀମାନେ ସାମାଜିକ…