ଏଣିକି ଭୁବନେଶ୍ୱରରେ ଟ୍ରାଫିକ୍ ଜଗିବ ଡ୍ରୋନ୍ କ୍ୟାମେରା
ଭୁବନେଶ୍ୱର: ଦ୍ରୁତ ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ । ଏବେ ରାଜଧାନୀର ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜଗିବ ଡ୍ରୋନ୍ ।
ଏହାକୁ ‘ନୋ ଓଭର ଟେକିଂ’ ଜୋନ୍ ଭାବେ ଚିହ୍ନିତ କରାଯିବ ଏବଂ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟର୍ ଓ ପରିଚାଳନା କରାଯିବ…