ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଚାମୁଣ୍ଡା ଗ୍ରାମରେ ଆଜି ବଜ୍ରପାତରେ ରାମଚନ୍ଦ୍ର ଗୌଡ଼ (୩୨)ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି |
ସେହିପରି ଭାବେ ବଜ୍ରପାତରେ ସୁନୀଲ କୁମାର ରାଉତଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତାଙ୍କ…