Latest Odisha News

ମାଓ ଅଧ୍ୟୁଷିତ ୨ଟି ଜିଲ୍ଲାରେ ବ୍ୟାଙ୍କିଂ ଓ ଟେଲିକମ୍ ସେବା ଦାବି କଲେ ନବୀନ

ଭୁବନେଶ୍ୱର: ଓଡିଶାର ମାଓ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କିଂ ଓ ଟେଲିକମ୍ ସେବା ଓ ରେଳ ସଂଯୋଗ ଭଳି ୩ଟି ଦାବି ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ମାଓ ମୁକାବିଲା ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା…

ପୁରୀ: ଆଜି ଭଙ୍ଗାଯିବ ମଠ ଓ ଦୋକାନ ସହ ରଘୁନନ୍ଦନ ପାଠାଗାର

ପୁରୀ: ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡସ୍ଥିତ ଦୋକାନୀମାନଙ୍କୁ ଆଜି ଦିନ ଗୋଟାଏ ସୁଦ୍ଧା ଦୋକାନ ସମ୍ପୂର୍ଣ୍ଣ ଖାଲି କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ନୋଟିସ୍ ଜାରୀ କରାଯାଇଥିଲା । ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଚତୁଃପାଶ୍ୱର୍ର ୭୫ ମିଟର ପରିଧିରେ ରହିଥିବା ସମସ୍ତ…

ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ଆଣ୍ଟିଗୁଆ: ଆଇସିସି ଟେଷ୍ଟ ଚାମ୍ପିୟନସିପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ ବୋଲର୍ ଯଶପ୍ରୀତ ବୁମରା ଘାତକ ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେବା ଫଳରେ ଟିମ୍ ଇଣ୍ଡିଆ ଏହି ବୃହତ ବିଜୟ ହାସଲ କରିପାରିଛି । ସୋମବାର…

ନାଚି ଗାଇ ପିଲାଙ୍କୁ ପଢ଼ାଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

କୋରାପୁଟ: ଓଡ଼ିଶାର ଏକ ସ୍କୁଲ ଶିକ୍ଷକ ଛୋଟ ଛୋଟ ପିଲାଙ୍କୁ ନିଆରା ଢଙ୍ଗରେ ପଢ଼ାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ହଜାର ହଜାର ଲୋକ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି । ଭାଇରାଲ ହେଉଥିବା ଏହି ଶିକ୍ଷକ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଲମଟାପୁଟ ଉଚ୍ଚ ପ୍ରାଥମିକ…

ରାଜନୀତିକୁ ପୁଣି ଫେରିବେ ‘ମୁନ୍ନା ଭାଇ’

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିକୁ କମବ୍ୟାକ୍ କରିପାରନ୍ତି । ଦଳ ସଂସ୍ଥାପକ ଓ କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକରଙ୍କ ଅନୁସାରେ ସଞ୍ଜୟ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପାର୍ଟି (ଆରଏସପି)ରେ ସାମିଲ ହେବେ ।…

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ଦେହାନ୍ତ

କଟକ: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶ୍ରୀ ପରିଜାଙ୍କୁ…

ସଡକ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଚାରିଛକ ନିକଟ କଲରାପଠରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ତାଙ୍କ ସରକାରୀ ଗାଡି ୫୭ନଂ ଜାତୀୟ ରାଜପଥ…

ଫ୍ରାନ୍ସରେ ମୋଦୀ, କାଶ୍ମୀର ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କ ସହ କରିପାରନ୍ତି ଆଲୋଚନା

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଫ୍ରାନ୍ସର ବିଏରିଜଠାରେ ପହଞ୍ଚିଛନ୍ତି । ସୁତ୍ରରୁ ପ୍ରକାଶ ଯେ, ସେଠାରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ…

ବିଶ୍ୱ ଚମ୍ପିୟାନ ହୋଇ ଇତିହାସ ରଚିଲେ ପି ଭି ସିନ୍ଧୁ, ଜିତିଲେ ବିଡ଼ବ୍ଲ୍ୟୁଏଫ ସ୍ୱର୍ଣ୍ଣ

ବାସେଲ୍ (ସ୍ୱିଜରଲ୍ୟାଣ୍ଡ): ଭାରତୀୟ ବ୍ୟାଡ଼ମିଣ୍ଟନ ତାରକା ପି ଭି ସିନ୍ଧୁ ପ୍ରଥମ ମହିଳା ଭାବେ ବିଶ୍ୱ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପ ଫାଇନାଲ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତ ତିନିଟି ବିଡ଼ବ୍ଲ୍ୟୁଏଫ ଫାଇନାଲରେ କ୍ରମାଗତ ଭାବେ ପ୍ରବେଶ କରିଥିଲେ ସିନ୍ଧୁ । ଏସିୟାନ ସିଲଭର୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୮-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୬ ରିଖ ସୋମବାର ସିଂହ ୧୦ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-:…