Latest Odisha News

BREAKING NEWS

ସେପ୍ଟେମ୍ବର ୨ରୁ ବିଜେଡ଼ିର ସଦସ୍ୟ ଗ୍ରହଣ ଅଭିଯାନ

ଭୁବନେଶ୍ୱର: ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜୁ ଜନତା ଦଳକୁ ତୃଣମୂଳସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ଦୃଷ୍ଟିରେ ରଖି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଏନେଇ ଏକ ରାଜ୍ୟ କମିଟି ଗଠନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨…

ମା

ମା ଇନ୍ଦିରା ଦାଶ ଅପରାହ୍ନର ଲେଉଟାଣି ଖରା ଏବେ ତୋ ଶରୀରରେ ଲେଖିଦେଇଛି ତୋର ବୟସ ଧୂସର ଅକ୍ଷରରେ କପାଳରେ ବାର୍ଦ୍ଧକ୍ୟର କରୁଣ କୁଞ୍ଚନ ଲୁହ ଓ ହସରେ ଦେହରେ ବିତେଇଥିବା ଦିନ, ମାସ, ବର୍ଷର ଜୀର୍ଣ୍ଣ ପରିଧାନ । ମା’ ହେଲାପରେ ବୁଝିପାରୁଛି ‘ମା’ ପଣର ଅସହାୟତା ସ୍ନେହ,…

ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ଭିଡ଼ିଓ କଲେ ଯୁବକ, ବ୍ଲାକମେଲ କରି ଗିରଫ

ଭୁବନେଶ୍ୱର: ରାଜଧାନୀସ୍ଥିତ ବସ୍ତି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓ ରେକର୍ଡ଼ିଂ କରି ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ବସ୍ତିର ଅଶୋକ ଦାସ ଓରଫ ଦିପୁ (୨୭)…

ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ : କଣ, କାହିଁକି, କେମିତି?

୧୯୭୧ ମସିହା । ପାକିସ୍ତାନର ଏକ ଆତଙ୍କବାଦୀ ଗ୍ରୁପ 'ଅଲଫତେ'କୁ ପାକିସ୍ତାନୀ ସେନା ପ୍ରଶିକ୍ଷଣ ଦେଉଥିଲେ, ଯାହାର ଟାର୍ଗେଟ ଥିଲା ଏକ ଭାରତୀୟ ବିମାନକୁ ଅପହରଣ କରିବା । ଅସଲରେ ସେମାନଙ୍କ ଟାର୍ଗେଟରେ 'ବିମାନ' ନଥିଲା, ଥିଲା ବିମାନ ଉଡାଉଥିବା ପାଇଲଟ । ଏହି ପାଇଲଟ ଅନ୍ୟ କେହି ନଥିଲେ; ଥିଲେ…

ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ…

ଭୁବନେଶ୍ୱର: ଶ୍ରୀକୃଷ୍ଣ ହେଉଛନ୍ତି ସମ୍ପୂର୍ଣ୍ଣ ଅବତାର। କୃଷ୍ଣଙ୍କ ଜୀବନରେ ସେ ସବୁ କିଛି ପରିପୂର୍ଣ୍ଣ ଭାବରେ ଥିଲା ଯାହାର ଆବଶ୍ୟକତା ଜଣେ ମଣିଷର ଜୀବନରେ ସର୍ବଥା ଅନୁଭବ କରାଯାଇଥାଏ। ସେ ଏକାଧାରରେ ଜଣେ ମହାନ ଗୁରୁ ତ ସ୍ନେହୀ ଶିଷ୍ୟ, ଆଦର୍ଶ ପତି ତ ପ୍ରାଣପ୍ରିୟ ପ୍ରେମୀ, କୁଶଳୀ ଯୋଦ୍ଧା…

ପୁରୀକୁ ‘ବିଶ୍ୱ ଐତିହ୍ୟ’ ସହରରେ ରୂପାନ୍ତରିତ କରିବା ଉପରେ କ’ଣ କହିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ,…

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି । https://youtu.be/zXZvDUno3i4 ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କାହିିଁକି ଭଂଗାଯାଏ ‘ଦହିହାଣ୍ଡି’…

ସାରା ଦେଶରେ ବଡ ଧୁମଧାମରେ ‘ଜନ୍ମାଷ୍ଟମୀ’ ପାଳିତ ହେଉଥିବା ବେଳେ ଏହାର ଗୋଟିଏ ଦିନ ପରେ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯାଇଥାଏ । ମୁଖତଃ ଏହି ଉତ୍ସବ ଖାସକରି ମହାରାଷ୍ଟ୍ର ଓ ଗୁଜୁରାଟରେ ପାଳନ କରାଯାଇଥିବା ବେଳେ ଏବେକା ସମୟରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ସବୁଠି ପାଳନ…

ଆସନ୍ତାକାଲିଠୁ ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ୍ ଚଳାଚଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଆସନ୍ତାକାଲି ଠାରୁ ଜୁନାଗଡରୁ ଭୁବନେଶ୍ୱରକୁ ଏକ ଟ୍ରେନ୍ ଚଳାଚଳ କରିବ । କନ୍ଧମାଳ ସାଂସଦ ବସନ୍ତ ପଣ୍ଡା ଟ୍ରେନ୍ ନଂ- ୧୮୪୩୮ ଭୁବନେଶ୍ୱର- ଜୁନାଗଡ ରୋଡ୍ ଏକ୍ସପ୍ରେସ୍ ଟ୍ରେନକୁ ଆନୁଷ୍ଠାନିକ ଭାବେ…

ପୁରୀ ଲାଗି ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଏହି ଘୋଷଣା…

ଖେଳପଡିଆରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ସ୍ଥିତ କୁକିଆ ଗ୍ରାମ ନିକଟ ଖେଳ ପଡିଆରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜନୈକ ସ୍ଥାନୀୟ ବାସିନ୍ଦା କୌଣସି କାରଣବଶତଃ ବାହାରକୁ ଯାଇଥିବାବଳେ ଗ୍ରାମ ନିକଟ ଖେଳପଡିଆ ପାଖରେ ଶିଶୁର…