Latest Odisha News

BREAKING NEWS

‘ପିଓକେ’ ହାସଲ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କାଶ୍ମୀରର କାହାଣୀ

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କିଛି ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ କଥା ଉଠୁଛି ଭାରତ ଅଧୀନରେ ଥିବା କାଶ୍ମୀରର ସ୍ୱାଧୀନତା ପାଇଁ ଏତେ ନାରାବାଜି କାହିଁକି? କାହିଁକି କେବେ ପାକିସ୍ତାନ ଅଧୀକୃତ କାଶ୍ମୀରର (ପିଓକେ) ସ୍ଵାଧୀନତା…

ଯାଜପୁରରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକାରୁ ପୋଲିସ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ଜଣ ଦଲାଲ୍ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ସହରରେ ଜଣେ ମହିଳା ଏହି ଯୌନ…

ମଦ ନେଲା ମୂଲ୍ୟବାନ ଜୀବନ: ଛାତରୁ ଠେଲିଦେଲେ ଦୁଇ ବନ୍ଧୁ

ଝାରସୁଗୁଡ଼ା: ମଦରେ ନିଶାରେ ମାତାଲ ହୋଇ ଦୁଇ ସାଙ୍ଗ ତାଙ୍କର ଅତିପ୍ରିୟ ବନ୍ଧୁଙ୍କୁ ଛାତରୁ ଠେଲିଦେବା ଫଳରେ ଜଣେ ଯୁବକଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ଘଟିଯାଇଛି ରବିବାର ରାତିରେ ଝାରସୁଗୁଡ଼ା ଦୁର୍ଲଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ । ମୃତକ ଯୁବକ ଜଣକ ହେଲେ ତପନ…

ତରୁଣ ତେଜପାଲଙ୍କୁ ଝଟକା, ଯୌନ ନିର୍ଯ୍ୟାତନା ମାମଲା ପ୍ରତ୍ୟାହାରକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ସାମ୍ବାଦିକ ତରୁଣ ତେଜପାଲ ତାଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡନ ତଥା ଅପହରଣ ମାମଲାକୁ ପ୍ରତ୍ୟାହାର କରିବା ନେଇ କୋର୍ଟରେ ଆବେଦନ କରିଥିବା ବେଳେ ସୁପ୍ରିମକୋର୍ଟ ସୋମବାର ଦିନ ଏହାକୁ ଅଗ୍ରାହ୍ୟ କରିଛନ୍ତି । ତରୁଣଙ୍କ ବିରୋଧରେ ମାମଲା ଜାରି ରହିବ ବୋଲି ଜଷ୍ଟିସ୍ ଅରୁଣ ମିଶ୍ର,…

ଭଦ୍ରକରେ ମଦ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ନକଲି ମଦ ପିଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ଚାନ୍ଦିମାଳ ଛକ ନିକଟ ବାସୁଦେବପୁର-ଧାମରା ରାସ୍ତା ଅବରୋଧ କରିଛନ୍ତି । ମୃତକ ଜଣକଙ୍କ ନାମ ନାରାୟଣ ନାୟକ (୪୦) ଏବଂ ସେ ସଙ୍କର୍ଷଣପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।…

ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୂର୍ବତନ ଓଡିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୋମବାର ଦିନ ରାଜ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାଢୀ ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକଙ୍କ ଠାରୁ ଏହି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ୧୯୮୩…

ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଡ୍ୟାମ୍ କର୍ତ୍ତୃପକ୍ଷ ସୋମବାର ଦିନ ଆଉ ୭ଟି ଗେଟକୁ ଖୋଲିଛନ୍ତି । ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଏହାମଧ୍ୟକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଆଜି…

ତାଳଚେର ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୪ରେ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟରରେ ଗତ ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପାଖାପାଖି ୫ଟି ଗାଡି ଜାଳିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଧାୟକ ଶ୍ରୀ ପ୍ରଧାନ ନିଜ ଘରୋଇ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇଥିବାବେଳେ…

ଶ୍ରୀମନ୍ଦିର ଚାରିପାଖରୁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସୋମବାର ସକାଳୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଲାଗିଥିବା ସରକାରୀ ତଥା କିଛି ଘରୋଇ ନିର୍ମାଣ ଗୁଡିକୁ ଆଜି ସକାଳ ପ୍ରାୟ ୬ଟାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ…